ମାର୍କେଟ ସେଡ ପାଲଟିଛି ପାର୍କିଂସ୍ଥଳ

0 224

ବୌଦ୍ଧ/ଜହ୍ନାପଙ୍କ,୧୬/୨– ବୌଦ୍ଧ ଜିଲ୍ଲା ଖୁଂଟବନ୍ଧ ଛକ ନିକଟରେ ପଂଚାୟତ ପକ୍ଷରୁ ନିର୍ମାଣ କରାଯାଇଥିବା ମାର୍କେଟ ସେଡ ଏବେ ଗାଡି ପାର୍କିଂ ସ୍ଥଳ ପାଲଟିଥିବା ଅଭିଯୋଗ ହେଉଛି । ପ୍ରକାଶଥାଉକି ଖୁଂଟବନ୍ଧ ଗୁରୁବାର ସାପ୍ତାହିକ ହାଟର ବ୍ୟବସାୟୀ ଓ କ୍ରେତାମାନଙ୍କ କ୍ରୟବିକ୍ରୟ ପାଇଁ ୨୦୦୪-୦୫ ଆର୍ଥିକବର୍ଷରେ ପ୍ରାୟ ୧୫ ଲକ୍ଷ ଟଙ୍କା ବ୍ୟୟରେ ଏହା ନିର୍ମାଣ କର ।ଯାଇଥିଲା । ଏହା ବ୍ୟବହାର ନହୋଇ ମଧ୍ୟ ୨୦୧୯ରେ ଏହାର ମରାମତି କରାଯାଇଥିଲା । ମରାମତି ପରେ ମଧ୍ୟ ଏହା ବ୍ୟବହାର ନହୋଇ ଗାଡି ପାର୍କିଂସ୍ଥଳ ପାଲଟିଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଏହାର ପ୍ରତିକାର କରିବାକୁ ପଂଚାୟତବାସୀ ଦାବୀ କରିଛନ୍ତି ।

hiranchal ad1
Leave A Reply

Your email address will not be published.

17 + five =