ବର୍ଷାରେ ଭିଜିଲା ଦଶପଲ୍ଲା

0 226


ଦଶପଲ୍ଲା,୯/୪- ରାଜ୍ୟର ଅଧିକାଂଶ ଅଞ୍ଚଳରେ ଗତକାଲି ସନ୍ଧ୍ୟାରୁ ରାତି ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ଓ ପବନ ହୋଇଯିବା ପରେ ଆଜି ରାଜ୍ୟରେ ତାତିିର ପ୍ରକୋପ କିଛିଟା କମ ରହିଛି। ଏହି ପରିପ୍ରେକ୍ଷୀରେ ଆଜି (ଶୁକ୍ରବାର) ଅପରାହ୍ନ ୪.୩୦ ସମୟେ ଦଶପଲ୍ଲା ତଥା ଏହାର ଆଖପାଖ ଅଞ୍ଚଳରେ କାଳ ବୈଶାଖୀ ଜନିତ ବର୍ଷା ହୋଇ ଯାଇଛି । ଫଳରେ ଦଶପଲ୍ଲା ବାସୀ ଅସହ୍ୟ ଗରମରୁ ସାମୟିକ ଭାବରେ ଆଶ୍ବସ୍ଥି ପାଇଛନ୍ତି । ନିଉଜ୍ ଲେଖାଯିବା ସମୟ ସୁଦ୍ଧା ବର୍ଷା ପବନ ଜାରି ରହିଛି ।

hiranchal ad1
Leave A Reply

Your email address will not be published.

seventeen + twelve =