କରୋନା କଟକଣା କୁ ଫୁ,ବସୁଛି ସାପ୍ତାହିକ ହାଟ

0 242

ବୌଦ୍ଧ/ଜହ୍ନ ।ପଙ୍କ,୨୦/୪: ବର୍ତ୍ତମାନ ସାରା ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଦ୍ରୁତଗତିରେ ବଢି ଚାଲିଥିବାବେଳେ ରାଜ୍ୟ ସରକାର ଏହାର ମୁକାବିଲାପାଇଁ କଡା ପଦକ୍ଷେପ ନେଇଛନ୍ତି । ରାତି କର୍ଫ୍ୟୁ ସହିତ, ବିବାହ, ମୃତାହ କାର୍ଯ୍ୟପାଇଁ ସ୍ୱତନ୍ତ୍ର ଗାଇଡ଼ ଲାଇନ ଏବଂ ସାପ୍ତାହିକ ବଜାର, ଦୋକାନ ପାଇଁ ସାମାଜିକ ଦୂରତା ଓ ମାସ୍କ ବାଧ୍ୟତାମୂଳକ କରିଛନ୍ତି । ହେଲେ ବୌଦ୍ଧବ୍ଳକ ଲକ୍ଷ୍ମୀପ୍ରସାଦ ପଂଚାୟତର ନାରାୟଣନଗରରେ ଆଜି ମଙ୍ଗଳବାର ସାପ୍ତାହିକ ହାଟରେ କାଁ ଭାଁ ଦୋକାନୀ ଓ ଗ୍ରାହକ ମାସ୍କ ପିନ୍ଧିଥିବାବେଳେ ସାମାଜିକ ଦୂରତାକୁ କେହି ମ ।ନୁନଥିବା ଦେଖିବାକୁ ମିଳିଥିଲା । ଗତ ବର୍ଷ ବୌଦ୍ଧ ଜିଲ୍ଲାର ନାରାୟଣନଗର ସର୍ବାଧିକ କରୋନ।। ଆକ୍ରାନ୍ତ ଗାଁ ଭାବେ ରେକର୍ଡ ସୃଷ୍ଟି କରିଥିଲା । ଏବଂ ଜିଲ୍ଲା ପ୍ରଶାସନର କରୋନା ଗାଇଡ଼ ଲାଇନକୁ ଅବମାନନା କରିବାରୁ ପ୍ରଶାସନ ଏହି ଗାଁରେ ୧୪୪ ଧାରା ଜାରି କରିଥିଲା । ତେଣୁ ଏବେଠୁ ପ୍ରଶାସନ ସଜାଗ ନହେଲେ ଆଗକୁ ନେଡିଗୁଡ଼ କହୁଣିକୁ ବୋହିଯିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

7 + fifteen =