ବୌଦ୍ଧ: ଥମୁନି କରୋନା ସଂକ୍ରମଣ, ଆଜି ପୁଣି ୧୨୮ ଆକ୍ରାନ୍ତ ଚିହ୍ନଟ

0 3,676

ବୌଦ୍ଧ,୭/୫ – ବୌଦ୍ଧ ଜିଲ୍ଲାରେ କରୋନା ଥମିବାର୍‌ ନାମ ନେଉନାହିଁ । ପ୍ରତିଦିନ ପାର୍‌ କରୁଛି ଶତକ । ଆଜି ପୁଣି ଗୋଟିଏ ଦିନରେ ୧୨୮ ଜଣ କରୋନା ପଜିଟିଭ ଜିଲ୍ଲାରେ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧବ୍ଲକ୍‌ ଅଁଳାପାଲି ଗ୍ରାମରୁ ୩୨ ଜଣ, ବହିରା ଗ୍ରାମ ପଞ୍ଚାୟତ ଜୁରାମୁଣ୍ଡା ଗ୍ରାମରୁ ୧ ଜଣ, ବାଉଁଶୁଣି ଗ୍ରାମରୁ ୪ ଜଣ, ବ୍ରାହ୍ମଣପାଲି ଗ୍ରାମ ପଞ୍ଚାୟତ କାଶଲପୁର୍‌ ଗ୍ରାମରୁ ୨ ଜଣ, ଗୋଛାପଡା ଗ୍ରାମ ପଞ୍ଚାୟତ ଘୋଡାଖାଇ ଗ୍ରାମରୁ ୧ ଜଣ, ଖୁଣ୍ଟ ବନ୍ଧ ଗ୍ରାମ ପଞ୍ଚାୟତ ଗୋବିନ୍ଦ ପୁର୍‌ ଗ୍ରାମରୁ ୧ ଜଣ, ମୁଣ୍ଡା ପଡା ଗ୍ରାମ ପଞ୍ଚାୟତ କମିରା ଗ୍ରାମରୁ ୧ ଜଣ, ମୁର୍ଶୁଣ୍ଡି ଗ୍ରାମ ପଞ୍ଚାୟତ ଗମ୍ଭାରୀ ପଦର ଗ୍ରାମରୁ ୨ ଜଣ, ହରଭଙ୍ଗା ବ୍ଲକ୍‌ ବୀରନରସିଙ୍ଗପୁର୍‌ ଗ୍ରାମ ପଞ୍ଚାୟତ ହାଟଗାଁ ଗ୍ରାମରୁ ୧ ଜଣ, କରଞ୍ଜକଟା ଗ୍ରାମ ପଞ୍ଚାୟତ ଜାମୁପଦର୍‌ ଗ୍ରାମରୁ ୨ ଜଣ, ଲୁଣିବାହାଲ୍‌ ଗ୍ରାମରୁ ୧ ଜଣ, ପୁରୁଣାକଟକ ଗ୍ରାମ ପଞ୍ଚାୟତ ଜିଆକଟା ଗ୍ରାମରୁ ୧ ଜଣ, ପୁରୁଣା କଟକ ଗ୍ରାମରୁ ୧ ଜଣ, ରାଧାନଗର ଗ୍ରାମ ପଞ୍ଚାୟତ ଲାଣ୍ଡିବନ୍ଧ ଗ୍ରାମରୁ ୧ ଜଣ, ସାଂପୋଚ ଗ୍ରାମ ପଞ୍ଚାୟତ ବରଝୁଲୀ ଗ୍ରାମରୁ ୧ ଜଣ, ଶ୍ୟାମ ସୁନ୍ଦରପୁର୍‌ ଗ୍ରାମରୁ ୨ ଜଣ, ସଙ୍କୁଲେଇ ଗ୍ରାମ ପଞ୍ଚାୟତ ସଙ୍କରଡା ଗ୍ରାମରୁ ୧୩ ଜଣ, ସରସରା ଗ୍ରାମ ପଞ୍ଚାୟତ ମାଉଲୀ ସିଙ୍ଗା ଗ୍ରାମରୁ ୧ ଜଣ, ସରସରା ଗ୍ରାମରୁ ୧ ଜଣ, ତଳଗାଁ ଗ୍ରାମ ପଞ୍ଚାୟତ ବଡ ଗୁଣ୍ଡୁରୀସାହି ଗ୍ରାମରୁ ୧ ଜଣ, ତିଲେଶ୍ୱ୍ୱର୍‌ ଗ୍ରାମ ପଞ୍ଚାୟତ ଖଜୁରିଆ ଗ୍ରାମରୁ ୧ ଜଣ, ମାଣିକପୁର୍‌ ଗ୍ରାମରୁ ୪ ଜଣ, ତିଲେଶ୍ୱର ଗ୍ରାମରୁ ୬ ଜଣ, କଣ୍ଟାମାଳ ବ୍ଲକ୍‌ ବରଗାଁ ଗ୍ରାମ ପଞ୍ଚାୟତ ଶିମିଳି ଜୋରା ଗ୍ରାମରୁ ୧ ଜଣ, ବରଗାଁ ଗ୍ରାମରୁ ୧ ଜଣ, କାକେନ୍‌ ଜୋର୍‌ ଗ୍ରାମରୁ ୧ ଜଣ, ଦପଲା ଗ୍ରାମରୁ ୧ ଜଣ, ଗୁଡଭେଲିପଦର୍‌ ଗ୍ରାମର ୩ ଜଣ, କଣ୍ଟାମାଳ ଗ୍ରାମ ପଞ୍ଚାୟତ ବାନ୍ଧନ ଝୁଲି ଗ୍ରାମରୁ ୧ ଜଣ, କଣ୍ଟାମାଳ ଗ୍ରାମରୁ ୧ ଜଣ, ଖଲିଆପାଲି ଗ୍ରାମ ପଞ୍ଚାୟତ ବରଡି ପଦର୍‌ ଗ୍ରାମରୁ ୧ ଜଣ, ଖଟଖଟିଆ ଗ୍ରାମ ପଞ୍ଚାୟତ ଦମାମୁଣ୍ଡା ଗ୍ରାମରୁ ୨ ଜଣ, ଜାଲପାଲି ଗ୍ରାମରୁ ୧ ଜଣ, ମନମୁଣ୍ଡା ଗ୍ରାମ୍‌ ପଞ୍ଚାୟତ ବାସୁଦେବ ପାଲି ଗ୍ରାମରୁ ୧ ଜଣ, ମନମୁଣ୍ଡା ଗ୍ରାମରୁ ୪ ଜଣ, ଭାଲିଆ ପଦର ଗ୍ରାମରୁ ୧ ଜଣ, ପଲସାଗୋରା ଗ୍ରାମ ପଞ୍ଚାୟତ ପିପଲପାଲି ଗ୍ରାମରୁ ୩ ଜଣ, ଡେଙ୍ଗପଦର୍‌ ଗ୍ରାମରୁ ୧ ଜଣ, ଧାନଖଣ୍ଡି ଗ୍ରାମରୁ ୧ ଜଣ, ଶିମିଳି ପଦର ଗ୍ରାମ ପଞ୍ଚାୟତ ଲୋକାପଡା ଗ୍ରାମରୁ ୨ ଜଣ, ଶିମିଳି ପଦର ଗ୍ରାମରୁ ୪ ଜଣ, କିର୍ଲା ଗ୍ରାମରୁ ୨ ଜଣ, ବୌଦ୍ଧ ସହରାଞ୍ଚଳ ରାମେଶ୍ୱର ବିହାର, ମାଳିସାହି, ବ୍ରିଜ ଛକ, ବୁଟୁପାଲି, ରାଜନପାଲି, ଖଲିଆବଗିଚା, ଗଣେଶ ବଜାର, ଦାନୀ ସାହି, ସୁଦ ସାହି, ନୁଆଁ ରେଭିନ୍ୟୁ କଲୋନୀ, ପୋଡା ପଡା ଆଦି ଅଂଚଳର ୧ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

four × 5 =