ବୌଦ୍ଧ,୮/୫ – ଆଜି ପୁଣି ବୌଦ୍ଧ ଜିଲ୍ଲାରେ ୧୭୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ହରଭଙ୍ଗା ବ୍ଲକ୍ ଭେଜିଗୋରାରୁ ସର୍ବାଧିକ ୨୬ ଜଣ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧ ବ୍ଲକ୍ ବ୍ରାହ୍ମଣପାଲି ଗ୍ରାମ ପଞ୍ଚାୟତ କାଶଲ୍ପୁର୍ ଗ୍ରାମରୁ ୨୨ ଜଣ ଚିହ୍ନଟ ହୋଇଥିବା ଜଣା ପଡିଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧବ୍ଲକ୍ ଅଁଳାପାଲି ଗ୍ରାମ ପଞ୍ଚାୟତ ସାହୁପଡା ଗ୍ରାମରୁ ୧ ଜଣ, ଅଁଳାପାଲି ଗ୍ରାମରୁ ୩ ଜଣ, ବଢିଗାଁ ଗ୍ରାମ ପଞ୍ଚାୟତ ଛତନିଆକଟା ଗ୍ରାମରୁ ୧ ଜଣ, ବଲାସିଙ୍ଗା ଗ୍ରାମରୁ ୬ ଜଣ, ବାଉଁଶୁଣି ଗ୍ରାମ ପଞ୍ଚାୟତ ଜମଘାଟୀ ଗ୍ରାମରୁ ୧ ଜଣ, ଟିକରାପଡା ଗ୍ରାମରୁ ୧ ଜଣ, ବାଉଁଶୁଣି ଗ୍ରାମରୁ ୯ ଜଣ, ବୌଦ୍ଧ ବ୍ରିଜ ଛକ ନିକଟରୁ ୨ ଜଣ, ବ୍ରାହ୍ମଣପାଲି ଗ୍ରାମ ପଞ୍ଚାୟତ କାଶଲ୍ପୁର୍ ଗ୍ରାମରୁ ୨୨ ଜଣ, ଗୁନ୍ଦୁଲିଆ ଗ୍ରାମ ପଞ୍ଚାୟତ ଟୁନିଖମାର୍ ଗ୍ରାମରୁ ୧ ଜଣ, କସୁରବନ୍ଧ ଗ୍ରାମରୁ ୨ ଜଣ, ଖୁଣ୍ଟ ବନ୍ଧ ଗ୍ରାମ ପଞ୍ଚାୟତ ଜହ୍ନାପଙ୍କ ଗ୍ରାମରୁ ୧ ଜଣ, ମୁଣ୍ଡାପଡା ଗ୍ରାମ ପଞ୍ଚାୟତ ଖମାରୀପଡା ଗ୍ରାମରୁ ୧ ଜଣ, ବଡମାଲ ଗ୍ରାମରୁ ୧ ଜଣ, କନ୍ଧ ଧୃମାଲ୍ ଗ୍ରାମରୁ ୧ ଜଣ, ମୁର୍ଶୁଣ୍ଡି ଗ୍ରାମ ପଞ୍ଚାୟତ ଗମ୍ଭାରୀ ପଦର ଗ୍ରାମରୁ ୪ ଜଣ, ପଲାଶ ଗ୍ରାମରୁ ୧ ଜଣ, ପଦ୍ମନପୁର୍ ଗ୍ରାମ ପଞ୍ଚାୟତ କୁସୁମ ଝୁଲି ଗ୍ରାମରୁ ୧ ଜଣ, ଶଗଡା ଗ୍ରାମରୁ ୧ ଜଣ, ତେଲିବନ୍ଧ ଗ୍ରାମରୁ ୧ ଜଣ, ହରଭଙ୍ଗା ବ୍ଲକ୍ ଚାରି ଛକ ନିକଟରୁ ୧ ଜଣ, ଧଲପୁର୍ ଗ୍ରାମରୁ ୧ ଜଣ, ହରଭଙ୍ଗା ଗ୍ରାମ ପଞ୍ଚାୟତ ଭେଜିଗୋରାରୁ ୨୬ ଜଣ, ସୁରୁଣ୍ଡି ଗ୍ରାମରୁ ୧ ଜଣ, ମହାଲିକପଡା ଗ୍ରାମ ପଞ୍ଚାୟତ ଶଙ୍କରା ଗ୍ରାମରୁ ୩ ଜଣ, ପୀତାମ୍ବରପୁର୍ ଗ୍ରାମ ପଞ୍ଚାୟତ ଶରଧାପୁର୍ ଗ୍ରାମରୁ ୧ ଜଣ, ପୁରୁଣା କଟକ ଗ୍ରାମ ପଞ୍ଚାୟତ ଯାଜପୁର ଗ୍ରାମରୁ ୧ ଜଣ, ପୁରୁଣାକଟକ ଗ୍ରାମରୁ ୧ ଜଣ, ଜିଆକଟା ଗ୍ରାମରୁ ୨ ଜଣ, ସାଂପୋଚ ଗ୍ରାମ ପଞ୍ଚାୟତ ଭରତାପୁର୍ ଗ୍ରାମରୁ ୧ ଜଣ, ସାଂପୋଚ ଗ୍ରାମରୁ ୨ ଜଣ, ସଙ୍କୁଲେଇ ଗ୍ରାମ ପଞ୍ଚାୟତ ମଲି ପଡା ଗ୍ରାମରୁ ୧ ଜଣ, ସରସରା ଗ୍ରାମରୁ ୧ ଜଣ, କଣ୍ଟାମାଳ ବ୍ଲକ୍ ଆମ୍ବଗାଁ ଗ୍ରାମରୁ ୧ ଜଣ, ବରଗାଁ ଗ୍ରାମ ପଞ୍ଚାୟତ ମଲିକୁଦ୍ ଗ୍ରାମରୁ ୧ ଜଣ, ବିଲାସପୁର ଗ୍ରାମ ପଞ୍ଚାୟତ ବଡ ରାହାଜୋର୍ ଗ୍ରାମରୁ ୩ ଜଣ, ସାନ ରାହାଜୋର୍ ଗ୍ରାମରୁ ୧ ଜଣ, ବିଲାସପୁର ଗ୍ରାମରୁ ୨ ଜଣ, ଗମ୍ଭାରୀ ଗୋରା ଗ୍ରାମରୁ ୧ ଜଣ, କିରକିଚିପାଲି ଗ୍ରାମରୁ ୨ ଜଣ, ରାକ୍ଷସକୁଟୀ ଗ୍ରାମରୁ ୧ ଜଣ, ତାଲପଡା ଗ୍ରାମରୁ ୧ ଜଣ, ଦପଲା ଗ୍ରାମରୁ ୨ ଜଣ, ଘଣ୍ଟା ପଡା ଗ୍ରାମ ପଞ୍ଚାୟତ ରେକଡଲ୍ ଗ୍ରାମରୁ ୧ ଜଣ, ଘିକୁଣ୍ଡି ଗ୍ରାମ ପଞ୍ଚାୟତ ପଥରଖଣ୍ଡି ଗ୍ରାମରୁ ୨ ଜଣ, ରତାଖଣ୍ଡି ଗ୍ରାମରୁ ୩ ଜଣ, ଘିକୁଣ୍ଡି ଗ୍ରାମରୁ ୩ ଜଣ, କଣ୍ଟାମାଳ ଗ୍ରାମ ପଞ୍ଚାୟତ ସର୍ଗିପାଲି ଗ୍ରାମରୁ ୧ ଜଣ, କଲରାକୋଠା ଗ୍ରାମରୁ ୨ ଜଣ, କଣ୍ଟାମାଳ ଗ୍ରାମରୁ ୪ ଜଣ, ଖଲିଆପାଲି ଗ୍ରାମ ପଞ୍ଚାୟତ ବରଡି ପଦର୍ ଗ୍ରାମରୁ ୩ ଜଣ, ହାତୀ ପାଲି ଗ୍ରାମରୁ ୧ ଜଣ, ଖଲିଆପାଲି ଗ୍ରାମରୁ ୧ ଜଣ, ଟିକରାପଡା ଗ୍ରାମରୁ ୧ ଜଣ, କୁଲୁତା ଜୋର୍ ଗ୍ରାମ ପଞ୍ଚାୟତ ଟପର୍ନା ଗ୍ରାମରୁ ୩ ଜଣ, ଲମ୍ବସରୀ ଗ୍ରାମ ପଞ୍ଚାୟତ ତୁରୀଦେଉଳ ଗ୍ରାମରୁ ୨ ଜଣ, ମନମୁଣ୍ଡା ଗ୍ରାମ୍ ପଞ୍ଚାୟତ ବାସୁଦେବପାଲି ଗ୍ରାମରୁ ୨ ଜଣ, ଭୁର୍କୀପଡା ଗ୍ରାମରୁ ୧ ଜଣ, ମହୁଲବାହାଲିଗ୍ରାମରୁ ୧ ଜଣ, ମନମୁଣ୍ଡା ଗ୍ରାମରୁ ୪ ଜଣ, ନୁର୍ପା ଗ୍ରାମରୁ ୧ ଜଣ, ପଲସାଗୋରା ଗ୍ରାମ ପଞ୍ଚାୟତ ଘୁଲୁଘୁଲା ପଦର ଗ୍ରାମରୁ ୧ ଜଣ, ପିପଲପାଲି ଗ୍ରାମରୁ ୧ ଜଣ, ରୁଣ୍ଡି ମହୁଲ ଗ୍ରାମରୁ ୨ ଜଣ, ଶିମିଳି ପଦର ଗ୍ରାମ ପଞ୍ଚାୟତ ଗବଜୋର୍ ଗ୍ରାମରୁ ୧ ଜଣ, ଜାମୁମାଲ୍ ଗ୍ରାମରୁ ୧ ଜଣ, କିର୍ଲା ଗ୍ରାମରୁ ୧ ଜଣ, ଶୁଣ୍ଢିପଦର ଗ୍ରାମ ପଞ୍ଚାୟତ ଧୁଙ୍ଗିୟା ପଦର ଗ୍ରାମରୁ ୧ ଜଣ, ବୌଦ୍ଧ ସହରାଞ୍ଚଳ ରାମେଶ୍ୱର ବିହାର, ମାଳିସାହି, ମର୍ଜାକୁଦ୍, ବୁଟୁପାଲି, ଗାନ୍ଧୀଛକ, ରଥ ସାହି ଅଂଚଳର ଜଣେ ଲେଖାଏଁ, ବଗିଚା ସାହି ଓ ନୁଆସାହି ଅଂଚଳର ୩ ଜଣ ଲେଖାଏଁ ଏବଂ ରାଜନପାଲିରୁ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।