ଡ୍ରେନ କିମ୍ବା ସୋକ୍ ପିଟ ନଥିବାରୁ ରାସ୍ତାରେ ବହୁଛି ନଳକୂପ ପାଣି

0 556

hiring

ବୌଦ୍ଧ,୨୦/୫- ବୌଦ୍ଧ ବ୍ଲକ୍ ତେଲିବନ୍ଧ ଗ୍ରାମ ପଞ୍ଚାୟତ ତେଲିବନ୍ଧ ଗ୍ରାମରେ ଡ୍ରେନନଥିବା ହେତୁ ରାସ୍ତାରେ ନଳକୂପର ଉଦବୃତ ପାଣି ବହୁଥିବା ଦେଖିବାକୁ ମିଳୁଛି l ଫଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ରାସ୍ତା ବାଟରେ ପାଣି ଜମି ରହି କାଦୁଅ ହେଉଥିବା ଅଭିଯୋଗ ହେଉଛି | ନଳକୂପର ଉଦବୃତ ପାଣିକୁ ଡ୍ରେନ ସାହାଯ୍ୟରେ ଛାଡିବା କିମ୍ବା ଭୂତ୍ତଳ ସୋକ୍ ପିଟ କରି ଅବରୋଧ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି | ଏ ଦିଗରେ ଗ୍ରାମ ପଞ୍ଚାୟତ କର୍ତୃପକ୍ଷ ଓ ବ୍ଲକ୍ ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ହେଉଛି |

hiranchal ad1
Leave A Reply

Your email address will not be published.

2 + twenty =