ବୌଦ୍ଧଜିଲ୍ଲା: ଆଜି ୨୬୨ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟାହେଲା ୯୨୪୧, ବାମଣ୍ଡା ଗ୍ରାମରୁ ସର୍ବାଧିକ ୬୧

0 2,767

ବୌଦ୍ଧ,୨୭/୫ – ଆଜି ଜିଲ୍ଲାରେ ପୁଣି ୨୬୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ୨୬୨ ପଜିଟିଭ ମଧ୍ୟରୁ ବୌଦ୍ଧବ୍ଲକ୍‌ ଅଁଳାପାଲି ଗ୍ରାମ ପଞ୍ଚାୟତ ବାଦୀକଟା ଗ୍ରାମରୁ ୨ ଜଣ, ବଢିଗାଁ ଗ୍ରାମରୁ ୩ ଜଣ, ବଘିଆପଡା ଗ୍ରାମ ପଞ୍ଚାୟତ ନୂଆଁପାଲି ଓ ବଘିଆପଡା ଗ୍ରାମରୁ ୧ ଜଣ ଲେଖାଏଁ, ବହିରା ଗ୍ରାମ ପଞ୍ଚାୟତ ଜୁରାମୁଣ୍ଡା ଗ୍ରାମରୁ ୨ ଜଣ, ବାଉଁଶୁଣୀ ଗ୍ରାମରୁ ୧ ଜଣ, ବୌଦ୍ଧ ବ୍ରିଜଛକରୁ ୧ ଜଣ, ବ୍ରାହ୍ମଣପାଲି ଗ୍ରାମରୁ ୨ ଜଣ, ଗୋଛାପଡା ଗ୍ରାମ ପଞ୍ଚାୟତ କରଡାପଡା ଗ୍ରାମରୁ ୧ ଜଣ, କସୁରବନ୍ଧ ଗ୍ରାମ ପଞ୍ଚାୟତ ସିଙ୍ଘପାଲି ଗ୍ରାମର ୩ ଜଣ ଓ କସୁରବନ୍ଧ, ବାଗଡିଆ ଓ ବଡ ଡୁଙ୍ଗୁରୀପାଲି ଗ୍ରାମରୁ ୧ ଜଣେ ଲେଖାଏଁ, ମନୁପାଲି ଗ୍ରାମ ପଞ୍ଚାୟତ କନାପଡା ଗ୍ରାମରୁ ୧ ଜଣ, ମୁଣ୍ଡାପଡା ଗ୍ରାମ ପଞ୍ଚାୟତ କମିରା ଗ୍ରାମରୁ ୧ ଜଣ, ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ପଲସପାଟ ଗ୍ରାମରୁ ୨ ଜଣ ଓ ରାଉତବାହାଲ୍‌ ଗ୍ରାମରୁ ୧ ଜଣ, ରକସା ଗ୍ରାମ ପଞ୍ଚାୟତ କିରାସିରା ଗ୍ରାମରୁ ୧ ଜଣ, ଶଗଡା ଗ୍ରାମ ପଞ୍ଚାୟତ ଝଗଡଗାଡିଆ ଗ୍ରାମରୁ ୧ ଜଣ ଓ ରୁଗୁଡିକନପା ଗ୍ରାମରୁ ୩ ଜଣ, ତାଲସରଡା ଗ୍ରାମ ପଞ୍ଚାୟତ କଙ୍କଲା ଓ ଡମରଗାଡ ଗ୍ରାମରୁ ୨ ଜଣ ଲେଖାଏଁ ଓ ବସ୍ତମ୍‌ପୁର୍‌ ଗ୍ରାମରୁ ୧ ଜଣ, ହରଭଙ୍ଗା ବ୍ଲକ୍‌ ବାମଣ୍ଡା ଗ୍ରାମ ପଞ୍ଚାୟତ ବାମଣ୍ଡା ଗ୍ରାମରୁ ୬୧ ଜଣ, ତାଳବାହାଲ୍‌ ଗ୍ରାମରୁ ୨ ଜଣ ଓ ନାଏକପଡା ଗ୍ରାମରୁ ୧ ଜଣ, ବନ୍ଧାପଥର ଗ୍ରାମରୁ ୨ ଜଣ, ଚାରିଛକ ଗ୍ରାମରୁ ୧ ଜଣ, ଧଳପୁର୍‌ ଗ୍ରାମ ପଞ୍ଚାୟତ ଧଳପୁର୍‌ ଗ୍ରାମରୁ ୩ ଜଣ, ସାକୁସିଙ୍ଗା ଗ୍ରାମରୁ ୧ ଜଣ ଓ କଙ୍କଲା ଗ୍ରାମରୁ ୨ ଜଣ, ହରଭଙ୍ଗା ଗ୍ରାମ ପଞ୍ଚାୟତ ବୁକେସିଙ୍ଗା ଗ୍ରାମରୁ ୧ ଜଣ, କରଞ୍ଜକଟା ଗ୍ରାମ ପଞ୍ଚାୟତ ସୋରିଷପଙ୍କାଲ୍‌ ଗ୍ରାମରୁ ୨୪ ଜଣ ଓ ତୁକୁଲୁଣ୍ଡା ଗ୍ରାମରୁ ୨ ଜଣ, କୁଶଙ୍ଗ ଗ୍ରାମ ପଞ୍ଚାୟତ କୁଶଙ୍ଗ ଗ୍ରାମରୁ ୩୪ ଜଣ ଓ କୁମାରୀ ଗ୍ରାମରୁ ୧ ଜଣ, ପୀତାମ୍ବରପୁର୍‌ ଗ୍ରାମ ପଞ୍ଚାୟତ ବଲଣ୍ଡା ଗ୍ରାମରୁ ୨ ଜଣ ଓ ପୀତାମ୍ବରପୁର୍‌ ଗ୍ରାମରୁ ୧ ଜଣ, ପୁରୁଣାକଟକ ଗ୍ରାମ ପଞ୍ଚାୟତ ପୁରୁଣା କଟକ ଗ୍ରାମରୁ ୩ ଜଣ ଓ ସାଲକଟା ଗ୍ରାମରୁ ୧ ଜଣ, ରାମଗଡ ଗ୍ରାମ ପଞ୍ଚାୟତ ମହିବାହାଲ୍‌ ଓ ରାମଗଡ ଗ୍ରାମରୁ ୧ ଜଣ ଲେଖାଏଁ, ସଙ୍କୁଲେଇ ଗ୍ରାମ ପଞ୍ଚାୟତ ପାନିଘରାରୁ ୧ ଜଣ, ସରସରା ଗ୍ରାମରୁ ୧ ଜଣ, ତିଲେଶ୍ୱର୍‌ ଗ୍ରାମ ପଞ୍ଚାୟତ ଖଣ୍ଡହତା ଗ୍ରାମରୁ ୧ ଜଣ ଓ ତିଲେଶ୍ୱର୍‌ ଗ୍ରାମରୁ ୨ ଜଣ, କଣ୍ଟାମାଳ ବ୍ଲକ୍‌ ବରଗାଁ ଗ୍ରାମ ପଞ୍ଚାୟତ ବାଞ୍ଜିମୁଣ୍ଡା ଓ ମଲିକୁଦ୍‌ ଗ୍ରାମରୁ ୧ ଜଣ ଲେଖାଏଁ ଓ ବରଗାଁ ଗ୍ରାମରୁ ୨ ଜଣ, ବରଗୋଛା ଗ୍ରାମ ପଞ୍ଚାୟତ କଲାଶୁଲିଆ ଗ୍ରାମରୁ ୧ ଜଣ, ବିଲାସପୁର ଗ୍ରାମ ପଞ୍ଚାୟତ ଅଶିଣବିର୍‌ ଓ ଧଣ୍ଡିଗୋରା ଗ୍ରାମରୁ ୧ ଜଣ ଲେଖାଏଁ ଓ ବିଲାସପୁର ଗ୍ରାମରୁ ୨ ଜଣ, ଦପଲା ଗ୍ରାମ ପଞ୍ଚାୟତ ପରତଳା ଓ ବଉଳ ସିଙ୍ଗା ଗ୍ରାମରୁ ୧ ଜଣ ଲେଖାଏଁ ଓ ଦପଲା ଗ୍ରାମରୁ ୮ ଜଣ, ଗୁଡଭେଲିପଦର୍‌ ଗ୍ରାମ ପଞ୍ଚାୟତ ଡଙ୍ଗାଝୋଲ ଗ୍ରାମରୁ ୧ ଜଣ, ଯୋଗୀନ୍ଦ୍ରପୁର୍‌ ଗ୍ରାମ ପଞ୍ଚାୟତ ରଙ୍ଗପାଲି ଓ ସଦାନନ୍ଦପୁର୍‌ ଗ୍ରାମରୁ ୧ ଜଣ ଲେଖାଏଁ, କଣ୍ଟାମାଳ ଗ୍ରାମ ପଞ୍ଚାୟତ ବଡ଼ ଛପାପାଲି, ଦେଉଳଡୁଙ୍ଗୁରୀ ଗ୍ରାମରୁ ୧ ଜଣ ଲେଖାଏଁ ଓ କଣ୍ଟାମାଳ ଓ ଉଦେପୁର୍‌ ଗ୍ରାମରୁ ୫ ଜଣ ଲେଖାଏଁ, ଖଲିଆପାଲି ଗ୍ରାମ ପଞ୍ଚାୟତ ବରଡି ପଦର ଓ ଖଲିଆପାଲି ଗ୍ରାମରୁ ୧ ଜଣ ଲେଖାଏଁ, ଖଟଖଟିଆ ଗ୍ରାମ ପଞ୍ଚାୟତ ଜାଲପାଲି ଗ୍ରାମରୁ ୩ ଜଣ ଓ ଦମାମୁଣ୍ଡା ଓ ଖଟଖଟିଆ ଗ୍ରାମରୁ ୧ ଜଣ ଲେଖାଏଁ, ଲମ୍ବସରୀ ଗ୍ରାମ ପଞ୍ଚାୟତ ଲମ୍ବସରୀ ଗ୍ରାମରୁ ୧ ଜଣ ଓ ଟୁରୀଦେଉଳ ଗ୍ରାମରୁ ୨ ଜଣ, ମନମୁଣ୍ଡା ଗ୍ରାମ୍‌ ପଞ୍ଚାୟତ ଯୋଗୀ ପଦର ଓ ଭୁର୍କୀପଡା ଗ୍ରାମରୁ ୨ ଜଣ ଲେଖାଏଁ ଓ ମହୁଲବାହାଲୀ ଗ୍ରାମରୁ ୧ ଜଣ, ପଲସାଗୋରା ଗ୍ରାମ ପଞ୍ଚାୟତ ଝିଙ୍କରପାଲି, ପଲସାଗୋରା ଓ ଜୁନାନୀ ଗ୍ରାମରୁ ୧ ଜଣ ଲେଖାଏଁ, ରେଙ୍ଗାଲି ଗ୍ରାମ ପଞ୍ଚାୟତ ବଡ଼ କୁଶଙ୍ଗ, ରେଙ୍ଗାଲି, ଠେଲକୋବେଡା, ସାନ ଛପାପାଲି ଓ ତିଲେଇମାଲ୍‌ ଗ୍ରାମରୁ ୧ ଜଣ ଲେଖାଏଁ, ରୁଣ୍ଡିମହୁଲ ଗ୍ରାମ ପଞ୍ଚାୟତ ବରପଦର୍‌ ଓ ରୁଣ୍ଡିମହୁଲ ଗ୍ରାମରୁ ୧ ଜଣ ଲେଖାଏଁ, ଶୁଣ୍ଢିପଦର ଗ୍ରାମ ପଞ୍ଚାୟତ ଶୁଣ୍ଡିପଦର ଓ ଧୁଙ୍ଗିୟା ପଦର ଗ୍ରାମରୁ ୨ ଜଣ ଲେଖାଏଁ, ଉମା ଗ୍ରାମ୍‌ ପଞ୍ଚାୟତ ରେଘାମୁଣ୍ଡା ଗ୍ରାମରୁ ୨ ଜଣ, ବୌଦ୍ଧ ସହରାଞ୍ଚଳ ଅନ୍ତର୍ଗତ ଇରିଗେସନ୍‌ କଲୋନୀ, ବୁଟୁପାଲି ଓ ବଗିଚା ସାହି ଅଂଚଳରୁ ୩ ଜଣ ଲେଖାଏଁ, ଏଲ ଆଈ ସି କଲୋନୀ, ପୁରୁଣା ବ୍ଲକ୍‌ଛକ, ଖଲିଆବଗିଚା ଓ ସୁଦସାହି ଅଂଚଳରୁ ୧ ଜଣ ଲେଖାଏଁ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଆଜିର ୨୬୨ ପଜିଟିଭକୁ ମିଶାଇ ବୌଦ୍ଧଜିଲ୍ଲାରେ ଆଜି ପର୍ଯ୍ୟନ୍ତ ୯୨୪୧ ଚିହ୍ନଟ ହୋଇଥିବାବେଳେ ଗତକାଲି ସୁଦ୍ଧା ୫୬୮୦ ସୁସ୍ଥ, ରିପୋର୍ଟ ଅପେକ୍ଷାରେ ୬୬୩, ଚିକିତ୍ସାଧୀନ ଆକ୍ରାନ୍ତଙ୍କ ସଂଖ୍ୟା ୩୨୬୮ ଥିବାବେଳେ କରୋନା ଆକ୍ରାନ୍ତରେ ମୃତ୍ୟୁ ସଂଖ୍ୟା ୩୧ ବୋଲି ଗଣମାଧ୍ୟମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

sixteen + 15 =