ସେବା ଭାରତୀ ଓ ର।ଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତରଫରୁ ନିଃଶୁଳ୍କ ଅମ୍ଳଜାନ୍ ସିଲିଣ୍ଡର୍ ଓ ଆୟର୍ବେଦିକ ଔଷଧ ଆୟୁଷ 64ର ଲୋକାର୍ପିତ

0 99

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ରାଜଶ୍ରୀ ମଣ୍ଡପ ଠାରେ ନିଃଶୁଳ୍କ ଔଷଧ ଆୟୁଷ 64 ଓ ଅମ୍ଳଜାନ ସେବା ର ଲୋକାର୍ପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି ।ଏଥିରେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ କୋଭିଡ଼ ରୋଗୀଙ୍କୁ ନିଃଶୁଳ୍କ ରେ ଏହି ସେବାକୁ ଆଗାମୀ ଦିନରେ ଜିଲ୍ଲା ସାରା ପ୍ରଦାନ କରାଯିବ ବୋଲି ସୁବର୍ଣ୍ଣପୁର ଜିଲ୍ଲାର ସେବାଭାରତୀ ପକ୍ଷ ରୁ କୁହାଯାଇଛି । ଏଥିରେ ଏକ ସ୍ବତନ୍ତ୍ର ପରି ଚାଳନା ସମିତି ଗଠନହୋଇଛି ଓ ଏଥିରେ କିଛି ଡାକ୍ତର ଓ କିଛି ସ୍ୱୟଂ ସେବକ କାର୍ଯ୍ୟ ସୁଚାରୁ ରୁପେ କରିବେ ବୋଲି ଆର୍ ଏସ୍ ଏସ୍ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

hiranchal ad1
Leave A Reply

Your email address will not be published.

thirteen + three =