ଯୁକ୍ତ ୨ ପରୀକ୍ଷା ହେଲା ବାତିଲ

0 83

ଭୁୁବନେଶ୍ୱର,୪/୬,– ମହାମାରୀ କରୋନାର ଭୟାବହତା କାରଣରୁ ପରୀକ୍ଷା ବ୍ୟବସ୍ଥିତ ଉପାୟରେ କରିବା ସମ୍ଭବ ନହେବାରୁ ରାଜ୍ୟ ସରକାର ଆଜି ଯୁକ୍ତ ୨ ବାର୍ଷିକ ପରୀକ୍ଷା ବାତିଲ କରିବାପାଇଁ ବାଧ୍ୟ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିବା ସହିତ ଉପଯୁକ୍ତ ମୂଲ୍ୟାୟନ ପଦ୍ଧତିରେ ପିଲାଙ୍କୁ ମାର୍କ ପ୍ରଦାନ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶ ଯେ ଦୁଇଦିନ ତଳେ କେନ୍ଦ୍ରୀୟ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ୱାଦଶ ପରୀକ୍ଷା ରଦ୍ଦ କରିଥିଲେ ।

hiranchal ad1
Leave A Reply

Your email address will not be published.

twelve − 6 =