ବାଗଡିଆ ଗ୍ରାମ କରାଗଲା ବିଶୋଧନ

0 130

ବୌଦ୍ଧ/ବାଉଁଶୁଣୀ,୫/୬- ବୌଦ୍ଧ ବ୍ଳକ ରକ୍ସା ପଞ୍ଚାୟତ ଅନ୍ତର୍ଗତ ବାଗଡିଆ ଗ୍ରାମରୁ ଗୋଟିଏ ଦିନରେ ସର୍ବାଧିକ କରୋନା ପଜିଟିଭ ଚିହ୍ନଟ ସରକାରୀ ଭାବେ ଘୋଷଣା ହେବା ପରେ ଅଞ୍ଚଳରେ ଆଶଙ୍କା ବଢିଯାଇଛି । ଏହି ସଂକ୍ରମଣ କିପରି ଅଧିକ ନହେବ ସେଥିପାଇଁ ବାଉଁଶୁଣୀ ଅଗ୍ନିଶମ ବିଭାଗ ପକ୍ଷରୁ ଗ୍ରାମକୁ ଆଜି ବିଶୋଧନ କରାଯାଇଛି । ଅନ୍ୟପକ୍ଷରେ ସଂକ୍ରମିତ ପରିବାର ଲୋକ ବାହାରେ ବୁଲୁଥିବା ଯୋଗୁଁ ଏହା ଆଖପାଖ ଗାଁକୁ ସଂକ୍ରମଣ ହେବାର ଆଶଙ୍କା ରହିଛି । ତେଣୁ ଜିଲ୍ଲା ପ୍ରଶାସନ ଏହି ଗାଁ ପ୍ରତି କଡା ନଜରରେ ରଖିବାକୁ ସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

two × 1 =