ଗଞ୍ଜାମ,୯/୭ : ପୋଲସରା ଚାଷୀମାନଙ୍କ ପାଇଁ ଏକ ଜଳାଶୟ ପ୍ରକଳ୍ପ ମଞ୍ଜୁର ପାଇଁ ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ମାନ୍ୟବର ପୋଲସରା ବିଧାୟକ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ଭିଡିଓ କନଫରେନସି ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ଠାରେ ୫ -ଟି ସଚିବ ଶ୍ରୀଯୁକ୍ତ ଭି. କେ.ପାଣ୍ଡିୟାନଙ୍କୁ ଜଣାଇଛନ୍ତି । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଗ୍ରହଣକରି ଖୁବଶୀଘ୍ର ୩୫ କୋଟି ଟଙ୍କାର ଅନ୍ତଃନଦୀ ଜଳାଶ୍ରୟ ପ୍ରକଳ୍ପ ମଞ୍ଜୁର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଧାୟକଙ୍କୁ ସୂଚନା ଦେଇଛନ୍ତି ।