ବୌଦ୍ଧ,୧୪/୭ – କୋଭିଡ କଟକଣା ଯୋଗୁଁ ଜଗନ୍ନାଥ ମନ୍ଦିର ପରିସରରେ ଅସ୍ଥାୟୀ ମାଉସୀ ମା ମନ୍ଦିରରେ ଶ୍ରୀଜିଉମାନଙ୍କ ନୀତିକାନ୍ତି ପୂଜାବିଧି ପାଳନ କରାଯାଉଛି । ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ ମତ୍ସ୍ୟ ଓ ପ୍ରଭୁ ଶ୍ରୀ ବଳରାମ କତ୍ସ୍ୟ ବେଶରେ ଦର୍ଶନ ଦେଇଛନ୍ତି । ବେଶକାରୀ ଭାବେ ବାନାମ୍ବର ମହାପାତ୍ର, ଆଶୁତୋଷ ଦାଶ, କାହ୍ନୁଚରଣ ମିଶ୍ର ଓ ହରିପ୍ରସାଦ ବିଶି ପ୍ରଭୁଙ୍କ ବେଶ କରିଛନ୍ତି ।