କାନ୍ଦି ପକାଇଲେ ୟେଦ୍ୟୁରପ୍ପା,ସିଏମ୍‌ ପଦରୁ ଇସ୍ତଫା ଦେବେ

0 142

ବାଙ୍ଗାଲୋର : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦ୍ୟୁରପ୍ପା ସୋମବାର ସିଏମ୍‌ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ମଧ୍ୟାହ୍ନ ଭୋଜନ ପରେ ମୁଁ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ତାଙ୍କ ନିକଟରେ ଦାଖଲ କରିବି । ଆଜି ରାଜ୍ୟରେ ବିଜେପି ସରକାର ଦୁଇ ବର୍ଷ ପୂରଣ କରିଛି । ଏହି କାର୍ଯ୍ୟକ୍ରମ ଅବସରରେ ସେ ଇସ୍ତଫା ଦେବା ବିଷୟରେ ଘୋଷଣା କରିବାବେଳେ କାନ୍ଦି ପକାଇଥିଲେ । ସେ କହିଥିଲେ ଯେ ମୁଁ ସବୁବେଳେ ଅଗ୍ନି ପରୀକ୍ଷା ଦେଇ ଗତିକରିଛି ।

hiranchal ad1
Leave A Reply

Your email address will not be published.

4 × 5 =