୨୦୦୮ ମସିହା କନ୍ଧମାଳ ଦଙ୍ଗା ମାମଲାରେ ୩୦ ଜଣଙ୍କୁ ସଜା

0 286


ବାଲିଗୁଡ଼ା,୩୦/୭- ବହୁ ଚର୍ଚ୍ଚିତ ୨୦୦୮ ମସିହା କନ୍ଧମାଳ ଦଙ୍ଗା ମାମଲାରେ ୩୦ ଜଣଙ୍କୁ ସଜା ଶୁଣାଇଛନ୍ତି ମାନ୍ୟବର କୋର୍ଟ । ଜଣକ ପିଛା ୧୦୦୦ଟଙ୍କା ଜୋରିମାନା ସହ ଦୁଇ ବର୍ଷ ଲେଖାଏଁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ମାନ୍ୟବର କୋଟଗଡ଼ JMFC କୋର୍ଟ । ଜୋରିମାନା ଅନାଦେୟରେ ଅଧିକ ୬ ମାସ ଦଣ୍ଡ ଶୁଣାଇଛନ୍ତି ମାନ୍ୟବର କୋର୍ଟ । ମାମଲାରେ ଅନୁପସ୍ଥିତ ଥିବା ଅନ୍ୟ ୬ଜଣ ଅଭିଯୁକ୍ତଙ୍କ ନାମରେ NBW ଜାରି କରିଛନ୍ତି ମାନ୍ୟବର କୋର୍ଟ ।

hiranchal ad1
Leave A Reply

Your email address will not be published.

2 × three =