କେବେ କାର୍ଯ୍ୟକ୍ଷମ ହେବ ଟୋଲ୍‌ଗେଟ୍‌ ?

0 377

ଦଶପଲ୍ଲା,୩/୮: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ଦଶପଲ୍ଲା ନିକଟବର୍ତ୍ତୀ ଶାଳିଆଗୋଛା ଠାରେ ଟୋଲ୍‌ ଟ୍ୟାକ୍ସ ଆଦାୟପାଇଁ ଗତ ତିନିବର୍ଷ ତଳୁ ଟୋଲ୍‌ ଗେଟ୍‌ ନିର୍ମାଣ କରାଯାଇଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରିନାହିଁ । ଟୋଲ୍‌ଗେଟ୍‌ କାର୍ଯ୍ୟକ୍ଷମ ନ ହେବାଯୋଗୁଁ ଓଡ଼ିଶା ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି । ଏହି ଟୋଲ୍‌ଗେଟ୍‌ଟି ଏକ ନିକାଞ୍ଚନ ଜଙ୍ଗଲିଆ ସ୍ଥାନରେ ନିର୍ମିତ ହୋଇଥିବାରୁ ସନ୍ଧ୍ୟାହେଲେ ,ଏଠାରେ ଅସାମାଜିକ ବ୍ୟକ୍ତି ମାନଙ୍କର ଆଡ୍ଡା ଜମୁଛି । ଏଣୁ ଏହି ଟୋଲ୍‌ଗେଟ୍‌କୁ ଶିଘ୍ରାତୀଶିଘ୍ର କାର୍ଯ୍ୟକ୍ଷମ କରିବାକୁ ସର୍ବସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

fifteen + 9 =