ତିନି ଦିନରେ ଟିକାନେଲେ ୧୯୩୦ ମହିଳା ଓ ପୁରୁଷ

0 128


ଜହ୍ନାପଙ୍କ,୫/୮- ବୌଦ୍ଧ ବ୍ଲକ ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ତିନିଦିନ ଧରି ଚାଲିଥିବା କରୋନା ଟିକାଦାନ କେନ୍ଦ୍ରରେ ୧୮ ରୁ ୪୫ ଵର୍ଗର ମହିଳା ଓ ପୁରୁଷଙ୍କୁ ଟୀକା ଦିଆଯାଇଥିଲା।ଏଥିରେ ସମୁଦାୟ ୧୯୩୦ ଜଣ ବ୍ୟକ୍ତିଙ୍କୁ ଟୀକା ଦିଆଯାଇଥିଲା।ଏହି ଟିକାଦାନ ଶିବିରରେ ୧୦୩୩ ମହିଳା ଓ ୯୦୭ ପୁରୁଷ ଟୀକା ନେଇଥିଲେ।ତିନି ଦିନ ଧରି ଚାଲିଥିବା ଏହି ଶିବିରକୁ ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅନ୍ତର୍ଯ୍ୟାମୀ ବେହେରା, ବିପିଏମ ସୁଧାଂଶୁ ପ୍ରଧାନ, ଜଂହାପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡ଼ା ରମାକାନ୍ତ ନନ୍ଦ, ଏଏନ ଏମ ଅନୁପମା ସାହୁ ଓ ଲିଜାରାଣୀ ପ୍ରଧାନ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

five + nine =