ପୁଣି ଏକ ଶବ ସତ୍କାର କଲେ ସେବା ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ

0 204

ପାଟଣାଗଡ,୮/୮- ବର୍ତ୍ତମାନ ଅନ୍ଧବିଶ୍ୱାସ ଏବଂ କୁ-ସଂସ୍କାର ସମଗ୍ର ମାନବ ସମାଜକୁ ଗ୍ରାସ କରିଛି । ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ପାଟଣାଗଡ଼ ବ୍ଲକ ମରୁଆ ପଞ୍ଚାୟତ ଅନ୍ତର୍ଗତ ପାଢେଲ ଗ୍ରାମରେ । ଜଣେ ବ୍ୟକ୍ତି ଅନ୍ୟ ଜାତିରେ ବିବାହ ହୋଇଥିଲେ ବୋଲି ତାଙ୍କର ମୃତ୍ୟୁ ପରେ ତାଙ୍କର ଶବକୁ ଛୁଇଁଲେ ନାହିଁ ତାଙ୍କ ସମାଜ ଏବଂ ବନ୍ଧୁବାନ୍ଧବ ଆସି ନ ଥିଲେ । ଏନେଇ ସେବା ଚେରିଟେବୁଲ ଟ୍ରଷ୍ଟକୁ ଗ୍ରାମର କିଛି ଯୁବକ ଖବର ଦେଇଥିଲେ । ଖବରପାଇ ଟ୍ରଷ୍ଟର ସଦସ୍ୟମାନେ ସେଠାରେ ପହଞ୍ଚି ଶବସକ୍ରାରର ସମସ୍ତ ବ୍ୟବସ୍ଥା କରି ନିଜେ ଶବ ସକ୍ରାର କରିଥିଲେ ।

hiranchal ad1
Leave A Reply

Your email address will not be published.

5 × 4 =