ଡେଙ୍ଗୁ ଏବଂ ମେଲେରିଆ ଉପରେ ସଚେତନତା ଶିବିର

0 90

ଘୁ.ଉଦୟଗିରି,୧୧/୮- ସ୍ଥାନୀୟ ଏନଏସି ପରିସରରେ ଆଜି ଡେଙ୍ଗୁ ଏବଂ ମେଲେରିଆ ଉପରେ ଏକ ସଚେତନତା ଶିବିର ନିର୍ବାହୀ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏନଏସି କାଉନସିଲ ହଲ ଠାରେ ଅନୁଷ୍ଠିତ ସଚେତନତା ଶିବିରରେ ଡେଙ୍ଗୁ ଏବଂ ମେଲେରିଆ ଜ୍ୱର ଉପରେ କିଭଳି ସାଧାରଣ ଲୋକ ସଚେତନ ରହିବେ କଣ କଣ ଆଗୁଆ ପଦକ୍ଷେପ ନେବେ ତା ଉପରେ ଉପସ୍ଥିତ ଅଙ୍ଗନବାଡି କର୍ମୀ,ଆଶା,ସ୍ୱଚ୍ଛ ସାଥୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କୁ ସଚେତନ କରିବା ସହ ନିଜ ନିଜ ଅଞ୍ଚଳରେ ସାହି ଗଳି କନ୍ଦିରେ ଲୋକଙ୍କୁ ଡେଙ୍ଗୁ ମେଲେରିଆ ଜ୍ୱରର ନିରାକରଣ ନିମନ୍ତେ ସଚେତନ କରାଇବାକୁ କହିଥିଲେ ।

hiranchal ad1
Leave A Reply

Your email address will not be published.

two + one =