ଲଘୁଚାପ ବର୍ଷାରେ ପୁରୀ ସହର ବେହାଲ

0 106

ପୁରୀ : ଲଘୁଚାପ ବର୍ଷା ଯୋଗୁଁ ପୁରୀରେ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ପୁରୀ ସହର ଅନେକ ଅଞ୍ଚଳରେ ଜଳ ବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ବଡ଼ ଦାଣ୍ଡ ରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ପୁରୀ ସହରବାସୀ, ପର୍ଯ୍ୟଟକ ଯାତାୟାତରେ ନାହିଁ ନ ଥିବା ଅସୁବିଧା ଭୋଗିଛନ୍ତି । ଅନେକ ସ୍ଥାନରେରେ ଦୋକାନରେ ପାଣି ପସିଯାଇଛି । ଗାଡି ଗୁଡିକ ମଧ୍ୟ ଅଧା ବୁଡ଼ି ଯାଇଛି । ଲଘୁଚାପ ଯୋଗୁଁ ଦିନ ୪ ଟାରୁ ୭ ଟା ଯାଏ ଅବିଶ୍ରାନ୍ତ ବର୍ଷା ଯୋଗୁଁ ପୁରୀ ସହର ବଡ଼ ଦାଣ୍ଡ ସମେତ ଗଳି କନ୍ଦି , ତଳିଆ ଅଞ୍ଚଳରେରେ ବର୍ଷା ଜଳ ଜମି ରହି କୃତିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ।

hiranchal ad1
Leave A Reply

Your email address will not be published.

14 − thirteen =