ଟେଲି ମେଡିସିନ ସେବା ୪ ଜିଲ୍ଲାରେ ଆରମ୍ଭ କଲେ ରାଜ୍ୟ ସରକାର

0 217

ଭୁବନେଶ୍ୱର : ରାଜ୍ୟ ସରକାର ଆଜିଠୁ ରାଜ୍ୟର ୪ଟି ଜିଲ୍ଲାରେ ଟେଲି ମେଡିସିନ ସେବା ଆରମ୍ଭ କରିଛନ୍ତି । ଏହି ଜିଲ୍ଲାଗୁଡିକ ଯଥାକ୍ରମେ ବାଲେଶ୍ୱର, ମୟୁରଭଞ୍ଜ, କୋରାପୁଟ ଓ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର । ଲକଡାଉନ ସମୟରେ ଜନସାଧାରଣ ଘରେ ନିରାପଦରେ ରହି ଡାକ୍ତରଙ୍କଠାରୁ ରୋଗର ନିଦାନ ପାଇପାରିବେ । ଏଥିପାଇଁ ଜନସାଧାରଣ ପୂର୍ବାହ୍ନ ୯ଘ. ଠାରୁ ୧ଘ. ପର୍ଯ୍ୟନ୍ତ ହ୍ୱାଟ୍ସଆପ୍ ଭଏସ ଓ ଭିଡିଓ କଲ ମାଧ୍ୟମରେ ଡାକ୍ତରଙ୍କଠାରୁ ପଚାରି ବୁଝିପାରିବେ । ଏଥିପାଇଁ ଜିଲ୍ଲାୱାରି ଟେଲିଫୋନ ନମ୍ବର ଜାରି କରାଯାଇଛି । ମେଡିସିନ, ସର୍ଜରୀ, ଓ ଆଣ୍ଡ ଜି, ପେଡିଆଟିକ୍‌, ଅର୍ଥୋପେଡିକ, ଇ ଏନ୍ ଟି, ଆଖି, ଛାତି ଓ ଟିବି ଏବଂ ଦାନ୍ତ ବିଭାଗ ଡାକ୍ତରଙ୍କ ଟେଲିଫୋନ ନମ୍ବର ତଳ ତାଲିକାରେ ଦେଖି କରିପାରିବେ ।

hiring
hiranchal ad1
Leave A Reply

Your email address will not be published.

twenty − 5 =