ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ମାର୍ଗଦର୍ଶନରେ ସମାଜସେବୀ ପ୍ରକାଶ ତ୍ରିପାଠୀଙ୍କ ଦ୍ୱାରା ନିରାଶ୍ରୟ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

0 293

ଲକଡ଼ାଉନ ସମୟରେ ବିଭିନ୍ନ ଅସହ୍ୟୟ ଏବଂ ଗରିବ ଲୋକଙ୍କୁ ସହଯୋଗରେ ହାତ ବଢ଼ାଇଛନ୍ତି ଯୁବନେତା ତଥା ବିଶିଷ୍ଟ ସମାଜସେବୀ ଡ଼ଃ ପ୍ରକାଶ ତ୍ରିପାଠୀ l ଭୁବନେଶ୍ୱର-ଉତ୍ତର ନିର୍ବାଚନ ମଣ୍ଡଳିର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ପ୍ରକାଶ ତ୍ରିପାଠୀ ଭି. ଏସ୍.ଏସ୍ ନଗର ତଥା ଆଖପାଖରେ ଥିବା ସମସ୍ତ ବସ୍ତି ଅଞ୍ଚଳରେ ବସବାସ କରୁଥିବା ଗରିବ ଏବଂ ଅସହାୟ ଲୋକଙ୍କୁ ନିରନ୍ତର ଭାବେ ଶୁଖିଲା ଖାଦ୍ୟ, ମାସ୍କ, ଆଦି ବଣ୍ଟନ କରିଆସୁଛନ୍ତି l ଲକଡାଉନ ଶେଷ ହେବା ପର୍ଯ୍ୟନ୍ତ ଏ ସମସ୍ତ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଯୁବ ନେତା ତଥା ସମାଜସେବୀ ଡ଼ଃ ପ୍ରକାଶ ତ୍ରିପାଠୀ କହିଛନ୍ତି l ଏହି ଭଳି ମାନବବାଦୀ କାର୍ଯ୍ୟକ୍ରମକୁ ସ୍ଥାନୀୟ ଲୋକେ ବେଶ୍ ପ୍ରଂଶସା କରିଛନ୍ତି l

hiranchal ad1
Leave A Reply

Your email address will not be published.

4 × four =