କୋଟାରୁ ଫେରିଲେ ବଲାଙ୍ଗୀର ଛାତ୍ରଛାତ୍ରୀ, ସଙ୍ଗରୋଧରେ ରଖିଲା ପ୍ରଶାସନ

0 108

ବଲାଙ୍ଗୀର : ଗତକାଲି କଡା ସୁରକ୍ଷା ବଳୟରେ ଦୁଇଟି ବସ କୋଟାରୁ ଆସି ବଲାଙ୍ଗୀରରେ ପହଞ୍ଚିଥିଲା । ଏଥିରେ ୩୦ ଜଣ ଛାତ୍ର ଓ ୨୦ ଛାତ୍ରୀ ଥିଲେ । ଏମାନଙ୍କୁ ଜିଲ୍ଲା ପ୍ରଶାସନ ପୃଥକ୍ ପୃଥକ୍ ଭାବେ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି । ଫେରିଥିବା ଛାତ୍ରଛାତ୍ରୀଙ୍କୁ ଆଜି ଡାକ୍ତରୀ ପରୀକ୍ଷା କରାଯାଇ ସୁଦପଡା କଲ୍ୟାଣ ମଣ୍ଡପ ଓ ଲାଲଟିକ୍ରା ସସ୍ଥିତ ନେତ୍ର ନିକେତନଠାରେ ୧୪ ଦିନ ଯାଏଁ ସଙ୍ଗରୋଧରେ ରଖାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରବାସୀଙ୍କୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଉଥିବା ବେଳେ ପ୍ରଶାସନର ମୁଣ୍ଡବଥାର କାରଣ ହୋଇଛି । ସୂଚନାଯୋଗ୍ୟ ଯେ, ଜିଲ୍ଲାରେ ୮୦ହଜାରରୁ ଅଧିକ ପ୍ରବାସୀ ପଞ୍ଜିକରଣ କରିସାରିଛନ୍ତି ।

hiranchal ad1
Leave A Reply

Your email address will not be published.

fifteen + two =