ଜିଲ୍ଲା ଆଇନ ସହାୟତା ପ୍ରାଧିକରଣ ଦ୍ବାରା କରୋନା ସଚେତନତା ଗାଡି ଓ ହେଲପଲାଇନ ନମ୍ବର ଜାରି

0 152

ବଲାଙ୍ଗୀର ଜିଲ୍ଲା ଆଇନ ସହାୟତା ପ୍ରାଧିକରଣ ତରଫରୁ ଆଜି ସଚେତନତା ଗାଡିକୁ ଜିଲ୍ଲା ଜଜ୍ ତଥା ଆଇନ ସେବା ପ୍ରାଧିକରଣ ଅଧକ୍ଷ ଶ୍ୟାମସୁନ୍ଦର ଦାଶ ଶୁଭାରମ୍ଭ କରିଛନ୍ତି I ଗାଡି କରୋନା ସଂପର୍କରେ ସଚେତନ ବାର୍ତ୍ତା ସହ ମାକ୍ସ, ପ୍ରଚାର ପତ୍ର ବଂଟନ କରିବ I ସେହିପରି ହେଲପ ଲାଇନ୍ ନମ୍ବର 98619 04448 ଜାରି କରାଯାଇଛି I ଏ ନମ୍ବରକୁ ଫୋନ କରି ଜନସାଧାରଣ ଆଇନଗତ ସାହାଯ୍ୟ ଓ କରୋନା ସଂପର୍କୀତ ସୂଚନା ପାଇ ପାରିବେ I ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦେବାଶିଷ ରାଉତ ଙ୍କ ସମେତ ମାନ୍ୟବର ଅନ୍ୟାନ୍ୟ ନୟାଧିଶମାନେ ଉପସ୍ଥିତ ଥିଲେ I

hiranchal ad1
Leave A Reply

Your email address will not be published.

nineteen − two =