କ୍ୱାରେଣ୍ଟାଇନ ଅବଧି ବଢାଇଲେ ରାଜ୍ୟ ସରକାର

0 904

ଭୁବନେଶ୍ୱର : ରାଜ୍ୟ ସରକାର କ୍ୱାରେଣ୍ଟାଇନ ଅବଧି ଆଜି ବଢାଇଛନ୍ତି । ଏଣିକି କ୍ୱାରେଣ୍ଟାଇନରେ ୨୧ ଦିନ ରହିବା ସହ ଘରେ ୭ ଦିନ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପଡିବ ବୋଲି ଆଜି ରାଜ୍ୟସରକାରଙ୍କ ସ୍ୱତନ୍ତ୍ର କୋଭିଡ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି । ପୂର୍ବରୁ କ୍ୱାରେଣ୍ଟାଇନ ଅବଧି ୧୪ ଥିଲା । ସେହିପରି କ୍ୱାରେଣ୍ଟାଇନ ସମୟରେ ଯଦି କୌଣସି କାମ କରିବାକୁ ଚାହିଁବେ ତେବେ ସେମାନଙ୍କୁ ସରକାର ୧୦ ଦିନର କାମ ଯୋଗାଇ ଦେବେ । ଏ ବାବଦକୁ ଦିନକୁ ୧୫୦ ଟଙ୍କା ମିଳିବ ।

hiranchal ad1
Leave A Reply

Your email address will not be published.

5 × 1 =