ସମିତି ସଭ୍ୟଙ୍କ ଶଶୁରଙ୍କୁ ହତ୍ୟା

0 247

ସୋରୋ : ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍ ବଡଜୟପୁରେ ରାଜନୈତିକ ହିଂସା । ଭୋଟ ନଦେବାରୁ ସମିତି ସଭ୍ୟଙ୍କ ଶଶୁରଙ୍କୁ ଦୋକାନରୁ ଘୋଷାଡି ହତ୍ୟା । ପଞ୍ଚାୟତ ସମିତି ସଭ୍ୟ ପାର୍ବତୀ ସେଠିଙ୍କ ଶ୍ୱଶୁର ଉପେନ୍ଦ୍ର ପ୍ରସାଦ ସେଠୀଙ୍କୁ ଅଧକ୍ଷ ଭୋଟ ନଦେବାରୁ କିଛି ଗୁଣ୍ଡା ଗତକାଲି ଉପେନ୍ଦ୍ରଙ୍କୁ ତାଙ୍କ ଦୋକାନରୁ ଘୋଷାରି ଅମାନୁଷିକ ଭାବେ ମାଡ ମାରିଥିଲେ ।

hiring

ଫଳରେ ଉପେନ୍ଦ୍ର ଗୁରୁତର ହୋଇପଡିଥିଲ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ ମାତ୍ର ଡାକ୍ତର ମୃତ ଘୋଷଣା କରିଥିଲେ । ଏ ନେଇ ସିମୁଳିଆ ଥାନାରେ ଅଭିଯୋଗ ହେବା ପରେ ସିମୁଳିଆ ପୋଲିସ୍ ଶବ ଜବତ କରି ବ୍ୟବଛେଦ କରିବା ପାଇଁ ସୋର ଡାକ୍ତର ଖାନାକୁ ପଠାଇବା ସହ ତଦନ୍ତ କରୁଛି ।

hiranchal ad1
Leave A Reply

Your email address will not be published.

sixteen − thirteen =