ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

0 96

ଗଜପତି ଜିଲ୍ଲା ଗୋଶାଣୀ ବ୍ଲକର ସର୍ଦାପୁର ପଞ୍ଚାୟତର ସରପଞ୍ଚ ପ୍ରତିନିଧି ବି ସୀମାଞ୍ଚଳ ଓ ପୂର୍ବତନ ସମିତି ସଭ୍ୟ ଚକ୍ରଧର ବାରିକ ବିଜେପି ଜିଲ୍ଲା କାର୍ଯ୍ୟାଳୟ କୁ ଆସି ଗଜପତି ଜିଲ୍ଲା ବିଜେପି ସଭାପତି କେ ନାରାୟଣ ରାଓଙ୍କ ସହ ମିଶି 10410 ଟଙ୍କା ର ଚେକ ପ୍ରଦାନ କରିଛନ୍ତି।ଏହା ଅନ ଲାଇନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଡ଼ିପୋଜିଟ କରାଯାଇଛି ଏବଂ ବିଧାୟକ କେ ନାରାୟଣ ରାଓ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

hiranchal ad1
Leave A Reply

Your email address will not be published.

one × two =