ଲକଡାଉନର ସୁଯୋଗ ନେଇ ଗଞ୍ଜେଇ ମାଫିଆ ସକ୍ରିୟ ହୋଇ ଉଠିଛନ୍ତି । ସୁବର୍ଣ୍ଣପୁର ଅବକାରୀ ବିଭାଗ ତରଫରୁ ଆଜି ବିଶେଷ ସୂତ୍ରରୁ ଖବର କଞ୍ଜଛକ ପାଇ ଗାଡି ଯାଞ୍ଚ କରୁଥିଲେ । ଯାଞ୍ଚ କଲା ସମୟରେ ଏକ ମାରୁତି 800 ଗାଡି ନମ୍ବର 05x _2565 ସନ୍ଧେହ ରେ ଗାଡି କୁ ଯାଞ୍ଚ କରିବା ସମୟରେ ଗାଡିରୁ 18kg800gm ଗଞ୍ଜେଇ ବାହାରି ଥିଲା ।
ମାରୁତି କାର ସହ ୨ ଜଣଙ୍କୁ ଗିରପ କରି କୋର୍ଟଚାଲାନ କରିଛନ୍ତି । ସେହି ୨ଜଣ କନ୍ଧମାଳ ଜିଲ୍ଲା ଗୁଛାପଡା ଥାନା ଅନ୍ତର୍ଗତ ବାଲାରାଙ୍ଗ ଗାଁ ର ଦୁରୁ ଅମାତ, ଓ ଟିକେରଗୁଡା ର ପ୍ରକାଶ କହଁର ବୋଲି ଯଣାପଡିଛି । ଏହି କିଛିଦିନ ଦିନ ହେବ ଅବକାରୀ ବିଭାଗ ର ତତ୍ପରତାକୁ ବିଭିନ୍ନ ମହଲରେ ପ୍ରଶଂସା କରିବା ସହ ପେଟଟ୍ରୋଲିଂ କୁ ସବୁଦିନ କଡାକଡି କରିବାକୁ ଅନୁରୋଧ କରିଛନ୍ତି ।