ପୁଣି ଗଜପତିରେ 4 କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ

0 301

ଗଜପତିରେ ପୁଣି 4 ଟି କରୋନା ପଜିଟିଭ ଚିହ୍ନଟ ହୋଇ ଥିବା ର ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଦୁଇଜଣ ତେଲେଙ୍ଗାନା ରୁ ଆସିଥିବା ବେଳେ ଜଣେ ଆନ୍ଧ୍ର ପ୍ରଦେଶର,ଅନ୍ୟ ଜଣେ ମହାରାଷ୍ଟ୍ର ଫେରନ୍ତା ଅଟନ୍ତି । ସେମାନଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖା ଯାଇଥିଲା। ସେଠାରୁ ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇ ଥିଲା। ରିପୋର୍ଟ ରେ ପଜିଟିଭ ଆସିବାରୁ ସେମାନଙ୍କୁ ଆର ସୀତାପୁରରେ ଥିବାଅସ୍ଥାୟୀ କୋଭିଡ଼ି ହସ୍ପିଟାଲକୁ ଚିକିତ୍ସା ସକାଶେ ସ୍ଥାନାନ୍ତରିତ କରାଯାଇଛି ବୋଲି ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି।

hiranchal ad1
Leave A Reply

Your email address will not be published.

1 + 9 =