ମରଣଜନ୍ତା ପାଲଟିଛି ସାଲୁଙ୍କିନଦୀ ସେତୁ

0 605

ଜନହାପଙ୍କ,୬/୭- ବୌଦ୍ଧ-ବଲାଙ୍ଗୀର ଜାତୀୟ ରାଜପଥ ୫୭ର ମର୍ଯାଦପୁର ନିକଟରେ ଥିବା ସାଲୁଙ୍କିନଦୀର ସେତୁ ଏବେ ମରଣଜନ୍ତା ପାଲଟିଛି । ଏହିରାସ୍ତା ଦୈନିକ ଶହ ଶହ ସଂଖ୍ୟାରେ ଯାନବାହନ ଚଳାଚଳ କରୁଥିବାବେଳେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୋଲର ସ୍ଲାବ ଫାଟି ଛଡଗୁଡିକ ଦେଖାଯାଉଛି । ଯାହାଫଳରେ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ମାନ ଘଟୁଛି । ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶନ ପରେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନାହାନ୍ତି । ତେଣୁ ତୁରନ୍ତ ବିଭାଗୀୟ ଉଚକର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ରାସ୍ତା ମରାମତି କରିବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

3 × 5 =