ଆଇଆରବି ବାଟାଲିୟନ ନିକଟରେ ବିପଦପୂର୍ଣ୍ଣ ପିଲର୍ !

0 778

ବୌଦ୍ଧ,୮/୭ – ବୌଦ୍ଧଜିଲ୍ଲାର ବଲାସିଙ୍ଗା ଗ୍ରାମ ନିକଟରେ ଥିବା ଇଣ୍ଡିଆନ ରିଜର୍ଭ ବାଟାଲିୟନ-୫ର ଦକ୍ଷିଣ ପାଶ୍ୱର୍ରେ ଥିବା ଗେଟ ନିକଟରେ ବିପଦସଙ୍କୁଳ ଅବସ୍ଥାରେ ଏକ ପିଲର ରହିଛି । ଏ ଅଞ୍ଚଳରେ ଆଇଆରବି ଯବାନ ମାନଙ୍କ ସହିତ ସ୍ଥାନୀୟ ଲୋକମାନେ ମଧ୍ୟ ଯାତାୟାତ କରୁଥିବାରୁ ସେମାନଙ୍କ ମନରେ ଭୟ ସୃଷ୍ଟି ହେଉଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଇଆରବି ବାଟାଲିୟନ କ୍ୟାଂପସ ରାସ୍ତାଦେଇ ବଢିଗାଁ, ସାଲିଗାଁ, ପୁଢିଆକୁତା, ଲୁଣ୍ଡାବେରୁଣୀ ଆଦି ଗ୍ରାମର ଲୋକେ ମଧ୍ୟ ଯିବାଆସିବା କରିଥାନ୍ତି । ନଷ୍ଟହୋଇ ବିପଦସଙ୍କୁଳ ଅବସ୍ଥାରେ ଢଳି ରହିଥିବା ଉକ୍ତ ପିଲରଟିକୁ ତୁରନ୍ତ ଭାଙ୍ଗିଦେବାପାଇଁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

15 + sixteen =