ଅଗଷ୍ଟର ସ୍ଥିତିକୁ ନେଇ ସ୍କୁଲ ଖୋଲିବା ନିଷ୍ପତ୍ତି

0 95

ଭୁବନେଶ୍ୱର : ଶିକ୍ଷା ବର୍ଷ ଜାରି ରହିଲେ ସିବିଏସ୍‌ଇ ଯାହା ନିଷ୍ପତ୍ତି ନେଇଛି ତା ଉପରେ ବିଚାର କରିବେ । ଅଗଷ୍ଟ ମାସର ସ୍ଥିତିକୁ ଦେଖି ସ୍କୁଲ୍ ଖୋଲିବା ନେଇ ନିଷ୍ପତ୍ତି ହେବ ଏବଂ ସ୍କୁଲ୍ ଖୋଲିବାକୁ ଆଧାର କରି କେତେ ପ୍ରତିଶତ ପାଠ ପଢାଯିବ ସେନେଇ ନିଷ୍ପତ୍ତି ନିଆଯିବ । କିନ୍ତୁ ପିଲାଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଷ୍ପତି ନେବେ । ଖାଲି ୩୦% ନୁହେଁ ଅଧିକା ବି ହୋଇପାରେ । ଯେହେତୁ ସ୍କୁଲ୍ ଖୋଲିନି ତେଣୁ ଏ ବାବଦରେ ଏବେଠୁ କହିବା ଠିକ୍ ହେବନି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

hiranchal ad1
Leave A Reply

Your email address will not be published.

2 × two =