ଶ୍ରଦ୍ଧାଳୁ ଓ ତିର୍ଥଯାତ୍ରୀ ମାନଙ୍କୁ ରନ୍ଧା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ

0 33

hiring

ପୁରୀ : ଶ୍ରୀ ତ୍ରିନାଥଦେବାୟ ଟ୍ରାଭେଲ ଏଜେଣ୍ଟ ସଂଘ ପକ୍ଷରୁ ପବିତ୍ର ବାହୁଡା ଯାତ୍ରା ଅବସରରେ ଶ୍ରଦ୍ଧାଳୁ ଓ ତିର୍ଥଯାତ୍ରୀ ମାନଙ୍କୁ ରନ୍ଧା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କରାଯାଇଛି। ଷ୍ଟେସନ ସମ୍ମୁଖରେ ସଦସ୍ୟ ମାନେ ପ୍ରାୟ ୫ହଜାର ଶ୍ରଦ୍ଧାଳୁ ଙ୍କୁ ଏହି ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ।ସଂଘର ସଭାପତି ଅଜୟ ପଟ୍ଟନାୟକ, ଉପ ସଭାପତି ଉମାଶଙ୍କର ସାହୁ, ସମ୍ପାଦକ କାହ୍ନୁଚରଣ ଦଳାଇ,ସହ ସମ୍ପାଦକ ଶଶିକାନ୍ତ ରାଓ, କୋଷାଧ୍ୟକ୍ଷ ମଧୁସୂଦନ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅଜୟ ମହାରଣା, ଗୋପୀନାଥ ସ୍ୱାଇଁ, ବାସୁଦେବ ସ୍ୱାଇଁ, ଲୋକନାଥ ଚୌଧୁରୀ, ଜି ଗୋପୀ ରେଡ୍ଡୀ, ଶ୍ୟାମ ସୁନ୍ଦର ପ୍ରଧାନ, ନାରାୟଣ ମହାନ୍ତି, ପ୍ରକାଶ ପ୍ରଧାନ, ଶକ୍ତି ରେଡ୍ଡୀ, ଅଶୋକ ମହାନ୍ତି, ମାନସ ଖଟେଇ, ପ୍ରଦୀପ ଭୂୟାଁ, ଶରତ ପଟ୍ଟନାୟକ, ସହଦେବ ରେଡ୍ଡୀ, ସଂଗ୍ରାମ ସାହୁ ପ୍ରମୁଖ ଶ୍ରଦ୍ଧାଳୁ ମାନଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ।

hiranchal ad1
Leave A Reply

Your email address will not be published.

15 + 18 =