ଅନୁଷ୍ଠିତ ହେଲା ସାହିତ୍ୟ ସୃଜନୀ ତାଲିମ ଶିବିର

0 57

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ନୋଡାଲ ହାଇସ୍କୁଲ ଧର୍ମଶାଳାଠାରେ ତ୍ରିଦିବସିୟ ସାହିତ୍ୟ ସୃଜନୀ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏ ତାଲିମ ଶିବିରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଲୋକନାଥ ମେହେର ଯୋଗଦେଇ କାର୍ଯ୍ୟକ୍ରମ ର ସାଫଲ୍ୟ କାମନା କରିଥିଲେ। ମାଷ୍ଟର ଟ୍ରେନର ଭାବେ ଶିକ୍ଷକ ତଥା ଯୁବକବି ଶଙ୍ଖସିନ୍ଧୁ ପୁରୋହିତ, ସୁବଳୟା ହାଇସ୍କୁଲର ଶିକ୍ଷକ ଚନ୍ଦ୍ରମଣି ବାଘ ଯୋଗ ଦେଇ ପ୍ରଶିକ୍ଷଣ ଦେଇଥିଲେ। ଏ କାର୍ଯ୍ୟକ୍ରମରେ ଉଲୁଣ୍ଡା ଓ ବିରମହାରାଜପୁରର ସମସ୍ତ ହାଇସ୍କୁଲର ସାହିତ୍ୟ ସୃଜନୀ କ୍ଲବର ମେଣ୍ଟର ମାନେ ଉପସ୍ଥିତ ଥିଲେ।

hiranchal ad1
Leave A Reply

Your email address will not be published.

three × three =