କୁନି ଝିଅର ହାର୍ଟ ଅପରେସନ ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ପାଇଁ ନିବେଦନ

0 84

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଖଣ୍ଡାହାତ ପଞ୍ଚାୟତ କାର୍ଯ୍ୟାଳୟରେ ଅଧସ୍ଥନ କର୍ମଚାରୀ ହିସାବରେ କାର୍ଯ୍ୟ କରୁଛନ୍ତି ଦରମା କଥା ନକହିବା ଭଲ । ଏବେ ଝିଅଟିର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଝିଅଟି ଦୁଇମାସ ପାଞ୍ଚ ଦିନ ତଳେ ବାପା ଗୋବିନ୍ଦ ପଧାନ ଓ ମାତା ଝିନା ପଧାନଙ୍କ କୋଳରେ ଜନ୍ମ ନେଇଥିଲା । ବାପା ମାଆ ସାଙ୍ଗକୁ ପୁରା ପରିବାର ଖୁସି ହୋଇଯାଇଥିଲେ, ହେଲେ ସେଦିନର ସେ ଖୁସି ଏତେ ବଡ ଦୁଃଖ ରେ ପରିଣତ ହେଇଯିବ ବୋଲି କିଏ କ୍ଟ୍ରାଣିଥିଲା ।ଆଜି ଝିଅର ଏ ଅବସ୍ଥା ଦେଖି ପୁରା ପରିବାର ଭାଙ୍ଗି ପଡିଛନ୍ତି । ଏବେ ଝିଅର ଆରୋଗ୍ୟ ପାଇଁ ପୁରା ପରିବାର ଭଗବାନଙ୍କ ଭରସାରେ ଅଛନ୍ତି । ଝିଅଟିର ଚିକିତ୍ସା ପାଇଁ ଯେଉଁ ବଦାନ୍ୟ ବ୍ୟକ୍ତି ଗଣ କିଛି ସାହାଯ୍ୟ କରିବା ପାଇଁ ଚାହୁଁଛନ୍ତି ଫୋନପେ ନମ୍ବର ହେଲା ୮୦୧୮୨୩୫୩୫୨ (ପ୍ରଶାନ୍ତ ପଧାନ) ଏବଂ ତାଙ୍କ ଆକାଉଣ୍ଟ ନମ୍ବର ହେଲା ୩୨୬୦୯୮୪୬୩୨୧ IFSC Code- SBIN0007079 ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏହି ଆକାଉଣ୍ଟ ନମ୍ବର ରେ ମଧ୍ୟ ଯଥା ସମ୍ଭବ ଟଙ୍କା ପଠାଇ ପାରିବେ । ଆପଣଙ୍କର ଏହି ଛୋଟ ସାହାଯ୍ୟ ପାଇଁ ଗୋଟିଏ ଛୋଟ ଝିଅଟି ଭଲ ହୋଇପାରିବ ଏବଂ ସଂସାର କ’ଣ ଜାଣିପାରିବ ଏବଂ ପରିବାର ଲୋକ କହିଛନ୍ତି ଜିଲ୍ଲା ପ୍ରଶାସନ ତରଫରୁ ଯଦି କିଛି ସହଯୋଗ ହେଇପାରନ୍ତା ତାହାଲେ ଭଲ ହୁଅନ୍ତା ବୋଲି ତାଙ୍କ ବାପା ଗୋବିନ୍ଦ ପ୍ରଧାନ ଗୁହାରି କରିଛନ୍ତି ।

hiranchal ad1
Leave A Reply

Your email address will not be published.

3 × 1 =