ମଧୁପୁରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଖୁଣ୍ଟବନ୍ଧ ସରପଞ୍ଚ

0 1,872

ବୌଦ୍ଧ,୧୬/୭ – ବିଦେଶରୁ ଫେରି ହୋମ୍ କ୍ୱାରେଣ୍ଟାଇନରେ ଥିବା ମଧୁପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ନିକଟରୁ କରୋନା ପଜିଟିଭ ଚିହ୍ନଟ ହେବା ପରେ ଖୁଣ୍ଟବନ୍ଧ ସରପଞ୍ଚ ଚନ୍ଦ୍ରକାନ୍ତୀ ପ୍ରଧାନ ମଧୁପୁର ଛକ ଓ ତତସଂଲଗ୍ନ ୫୦୦ ମିଟର୍ ଦୁରତା ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି । ଆଜି ଖୁଣ୍ଟବନ୍ଧ ଗୁରୁବାର ସାପ୍ତାହିକ ବଜାରକୁ ମଧ୍ୟ ସରକାର ଦେଇଥିବା ଜିଲ୍ଲାପାଳ କ୍ଷମତା ବଳରେ ବନ୍ଦ କରିଛନ୍ତି । ଆଜି ସକାଳ ୬ ଘଣ୍ଟା ଠାରୁ ୧୮ ତାରିଖ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଘରୁ ବାହାରକୁ ନ ବାହାରିବା ପାଇଁ ସମସ୍ତଙ୍କୁ ସେ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

12 − seven =