ଆରମ୍ଭରୁ ହଟ୍ଟଗୋଳ, ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ

0 69

ଭୁବନେଶ୍ଵର, ୧୯/୯ : ସପ୍ତଦଶ ବିଧାନସଭା ଚତୁର୍ଥ ଅଧିବେଶନର ଦ୍ଵିତୀୟ ଦିନ। ମୌସୁମୀ ଅଧିବେଶନ ପ୍ରଶ୍ନକାଳ ଆରମ୍ଭରୁ ସାର ସମସ୍ୟାରେ ବିଧାନସଭା ହୁଲୁସ୍ତୁଲୁ। ମୁଖ୍ୟ ବିରୋଧୀ ବିଜେଡିର ନାରାବାଜି ଓ ହୋ-ହାଲ୍ଲାରେ କମ୍ପିଲା ଗୃହ। ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ବିଜେଡି ବିଧାୟକଙ୍କ ପ୍ରତିବାଦ। ଚାଷୀ ସମସ୍ୟାକୁ ନେଇ ବ୍ୟାନର, ପୋଷ୍ଟର, ପ୍ଲାକାର୍ଡ ଧରି ସରକାରଙ୍କୁ ଘେରିଲେ ବିରୋଧୀ। ୫ ମିନିଟ୍ ବି ଚାଲିପାରିଲାନି ବିଧାନସଭା। ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢୀ। 

hiranchal ad1
Leave A Reply

Your email address will not be published.

three + twenty =