ନବ କଳେବର ହେବ କଲେକ୍ଟରେଟ୍ ବିଲ୍ଡିଂ

0 65

ଭୁବନେଶ୍ୱର : ନବ କଳେବର ହେବ କଲେକ୍ଟରେଟ୍ ବିଲ୍ଡିଂ । ସବୁ ଜିଲ୍ଲାପାଳ କାର୍ଯ୍ୟାଳୟଗୁଡ଼ିକର ହେବ ନବ କଳେବର । ମଡେଲ ଯୋଜନା ଅନୁଯାୟୀ ନୂଆ କଲେକ୍ଟରେଟ୍ କୋଠା ନିର୍ମାଣ ହେବ । କଲେକ୍ଟରେଟ୍ କୋଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯୋଡ଼ାଯିବ । ଜିଲ୍ଲାଗୁଡ଼ିକୁ ବଡ଼, ମଧ୍ୟମ ଓ କ୍ଷୁଦ୍ର ୩ ବର୍ଗରେ ବିଭକ୍ତ କରାଯାଇଛି ।

hiring

ବଡ଼ ଜିଲ୍ଲାରେ ୧ ଲକ୍ଷ ୭୦ ହଜାର ସ୍କୋୟାର ଫୁଟ୍ ଜମିରେ ଜିଲ୍ଲାପାଳ କାର୍ଯ୍ୟାଳୟ । ମଧ୍ୟମ ଜିଲ୍ଲାରେ ୧ ଲକ୍ଷ ୪୦ ହଜାର ସ୍କୋୟାର ଫୁଟ୍ ଜମିରେ ଜିଲ୍ଲାପାଳ କାର୍ଯ୍ୟାଳୟ । କ୍ଷୁଦ୍ର ଜିଲ୍ଲାରେ ୧ ଲକ୍ଷ ସ୍କୋୟାର ଫୁଟ ଜମିରେ ନିର୍ମାଣ ହେବ ଜିଲ୍ଲାପାଳ କାର୍ଯ୍ୟାଳୟ । ଭୁବନେଶ୍ୱରରେ ନିର୍ମାଣ ୧୦ ମହଲା କୋଠାର ନୂଆ ସର୍କିଟ ହାଉସ । ଯେଉଁଥିରେ ଜିମ୍, ଲାଇବ୍ରେରୀ ସହ ୱାନ BHK ଓ ଟୁ BHK ରହିବ ।

hiranchal ad1
Leave A Reply

Your email address will not be published.

thirteen − eight =