ବିବାହ ଅଧାରୁ ବେଦୀରୁ ଉଠିଗଲେ କନିଆଁ, ବର କାନ ମୁଣ୍ଡା ଆଉଁସି ଘରକୁ ଫେରିଲେ

ନୂଆଦିଲ୍ଲୀ : ଦୁଇ ଫେରା ନେଇ ସାରିଥିଲେ । କିନ୍ତୁ ହଠାତ ବାହା ହେବାକୁ ମନା କଲା କନିଆଁ । ସମସ୍ତେ ହୋଇଗଲେ ତାଜୁବ । ଉପସ୍ଥିତି ଅତିଥି ବି ପରସ୍ପରର ମୁହଁକୁ ଅନାଇଲେ । ସିଧାସିଧା ବାହା ହେବନି ବୋଲି ମନା କରିଦେଲା କନିଆଁ । ଏପରି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ଇଟବା ଜିଲ୍ଲାରେ ।
Read More...

ଇଦ୍ ଉଜ୍ ଜୁହାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

ନୂଆଦିଲ୍ଲୀ: ଆଜି ପବିତ୍ର ଇଦ୍ ଉଜ୍ ଜୁହା । ସମସ୍ତ ମୁସଲମାନ ଭାଇ ଭଉଣୀଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାଇଚାରାକୁ ମଜବୁତ କରୁଥିବା ପର୍ବ ସମସ୍ତଙ୍କ ସୁଖ ଓ ସମୃ୍ଦ୍ଧି ଭରି ଦେଉବୋଲି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡର ବିପଦ ଏ ଯାଏଁ ଦୂର
Read More...

୧୩ରେ ଇସ୍ତଫା ଦେବେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ: ଶ୍ରୀଲଙ୍କାରେ ଏବେ ବି ଲାଗି ରହିଛି ଅର୍ଥନୈତିକ ସଙ୍କଟ । ସରକାରଙ୍କ ବିରୋଧରେ ହଜାର ହଜାର ସଂଖ୍ୟାରେ ଜନତା ରାଜରାସ୍ତାକୁ ଓହ୍ଳାଇବା ସହ ପ୍ରତ୍ୟକ୍ଷ ବିଦ୍ରୋହ ଘୋଷଣା କରିଛନ୍ତି। ଜନତାଙ୍କ ବିରୋଧକୁ ଦେଖି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଗୁଇନ୍ଦା ରିପୋର୍ଟ ଆଧାରରେ
Read More...

ପ୍ରଖର ସ୍ରୋତରେ ଭାସିଗଲା କାର୍‌ : ୯ ମୃତ

ଡେରାଡୁନ୍‌,୮/୭ : ଉତ୍ତରାଖଣ୍ଡରେ ଆଜି ଏକ ବଡ଼ ଅଘଟଣରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ଏକ କାର ନଦୀରେ ଖସି ପଡ଼ିବା ପରେ ଏହା ସ୍ରୋତରେ ଭାସି ଯାଇଥିଲା ଏବଂ ବହୁ ସମୟର ପରିଶ୍ରମ ପରେ ତାହାକୁ ଉଦ୍ଧାର କରାଯାଇଥିଲା । ପଞ୍ଜାବରୁ କିଛି ପର୍ଯ୍ୟଟକଙ୍କୁ ନେଇ ଆଜି ସକାଳେ ଉତ୍ତରାଖଣ୍ଡର ରାମନଗର
Read More...

ବନ ମହୋତ୍ସବ ସପ୍ତାହ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଗାରାବନ୍ଧ ପଞ୍ଚାୟତର ଗାରାବନ୍ଧ ସ୍ଥିତ ଶ୍ରୀ ଭେଙ୍କେଟେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ଗୋଶାଣି ପଞ୍ଚାୟତ ସମିତି ଅଧ୍ୟକ୍ଷ ଏନ ବିରରାଜୁ, ଗାରାବନ୍ଧ ପଞ୍ଚାୟତର ସରପଞ୍ଚ ପି.ଅଶୋକ
Read More...

ବୌଦ୍ଧରେ ଶେଷ ହେଲା କଳାକାର ଚୟନ ପ୍ରକ୍ରିୟା

ବୌଦ୍ଧ: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରାୟୋଜିତ ପଂଜିକୃତ କଳାକାରଙ୍କ ଦୁଇଦିନିଆ ଚୟନ ପ୍ରକ୍ରିୟା ବୌଦ୍ଧ ଟାଉନହଲଠାରେ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି । ଏହି ଚୟନ କାର୍ଯ୍ୟକ୍ରମରେ ଜିଲ୍ଲାର ବଛା ବଛା ୨୧ ଗୋଟି ସାଂସ୍କୃତିକ ଦଳ ଅଂଶଗ୍ରହଣ କରି ସେମାନଙ୍କର କଳା ପ୍ରଦର୍ଶନ
Read More...

ଗୁଳିମାଡ଼ରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁ

ଟୋକିଓ : ଜାପାନରେ ଆଜି ଏକ ଅପ୍ରତ୍ୟାଶିତ ଦୁଃଖଦ ଘଟଣା ଘଟିଛି । ଜଣେ ଆତତାୟୀର ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ । ନାରା ସହରରେ ଆଜି ସକାଳେ ଏକ ନିର୍ବାଚନୀ ପ୍ରଚାର ସଭାରେ ସେ ଭାଷଣ ଦେଉଥିଲା ବେଳେ ଆତତାୟୀ ଜଣକ ଅଚାନକ ପଛପଟୁ ଅତି ନିକଟରୁ
Read More...

ବିଜେଡି ସାଂସଦ ଓ ବିଧାୟକଙ୍କ ସମର୍ଥନ ଲୋଡିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ

ଭୁବନେଶ୍ୱର: ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ଦିନିକିଆ ଓଡିଶା ଗସ୍ତରେ ଆସି ନିଜ ସପକ୍ଷରେ ସମର୍ଥନ ଲୋଡି ଲଖନୌ ଫେରିଯାଇଛନ୍ତି । ସେଠାରୁ ସେ ଆଜି ମଧ୍ୟ ନୂଆଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରିବେ । ଶ୍ରୀମତି ମୁର୍ମୁ ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର
Read More...

ରାଜ୍ୟସଭାରେ ଶପଥ ନେଲେ ମାନସ ଓ ସୁଲତା

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ବିଜେଡି ନେତା ତଥା ଗଣମାଧ୍ୟମ ଉପଦେଷ୍ଟା ମାନସ ରଞ୍ଜନ ମଙ୍ଗରାଜ ଓ ବିଜେଡି ନେତ୍ରୀ ତଥା ଦଳର ପ୍ରବକ୍ତା ସୁଲତା ଦେଓ ଆଜି ରାଜ୍ୟସଭାରେ ପଦ ଓ ଗୋପନୀୟତାର ଶପଥପାଠ କରିଛନ୍ତି । ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା
Read More...

ପାଣ୍ଡ୍ୟା ଭାରତର ଶ୍ରେଷ୍ଠ ଟି-୨୦ କ୍ରିକେଟର, କହିଲେ ପୂର୍ବତନ ଓପନର

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ଓପନର୍‌ ଆକାଶ ଚୋପ୍ରା ମତରେ ଏହି ସମୟରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ହେଉଛନ୍ତି ଭାରତର ସବୁଠାରୁ ମୂଲ୍ୟବାନ ଟି -୨୦ କ୍ରିକେଟର । ପାଣ୍ଡ୍ୟା ବର୍ତ୍ତମାନ କ୍ରିକେଟ୍‌ କ୍ୟାରିୟରର ସୁବର୍ଣ୍ଣ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି । ଆଇପିଏଲ୍‌ ୨୦୨୨ ରେ
Read More...