ବ୍ୟବସାୟ ଭିତ୍ତିକ ଯୋଜନା ଓ ବଜାରୀକରଣ ଦକ୍ଷତା କର୍ମଶାଳା
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁମ୍ମା ବ୍ଳକର ସେରଙ୍ଗ ସ୍ଥିତ ବେଟଭାନୀ ବଙ୍ଗଳା ଠାରେ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ଏହାକୁ ସଉରା ବାପିଷ୍ଟ ଖ୍ରୀଷ୍ଟିୟାନ ମଣ୍ଡଳୀ ସମ୍ମିଳନୀ ପରିଚାଳନା କରିଥିଲେ । କର୍ମଶାଳାରେ ବିଭିନ୍ନ ମଣ୍ଡଳୀର ବିଧବା ମହିଳା ସହ ଶିକ୍ଷା ସଚେତକ ବାର୍ତ୍ତା!-->…
Read More...
Read More...