ଇସ୍ତଫା ଦେଲେ ଇଟାଲୀ ପ୍ରଧାନମନ୍ତ୍ରୀ
ରୋମ: ଇଟାଲୀରେ ରାଜନୈତିକ ଅସ୍ଥିରତା ପରେ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗି ଆଜି ଇସ୍ତଫା ଦେଇଛନ୍ତି । ସେ ରାଷ୍ଟ୍ରପତିଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି । ଇସ୍ତଫା ଦେବା ପୂର୍ବରୁ ସେ ସଂସଦରେ କହିଛନ୍ତି ଯେ ସେ ରାଷ୍ଟ୍ରପତି ସର୍ଜିଓ ମତ୍ତାରେଲାଙ୍କୁ ଇସ୍ତଫା ଦେବାକୁ ଯାଉଛନ୍ତି ।!-->…
Read More...
Read More...