ୱାକାଥନ ଜରିଆରେ ପାଳନ ହେବ ଆଜାଦୀ କା ଅମୃତ ମହୋତ୍ସବ

ସମ୍ବଲପୁର:ଆଗାମୀ ରବିବାର ଜୁଲାଇ ୧୦ ତାରିଖ ଦିନ ସକାଳ ୬ଟା ସମୟରେ ଏକ ୱାକାଥନ ଜରିଆରେ ଆଜାଦୀ କା ଅମୃତ ମହୋତ୍ସବର ଆୟୋଜନ ହେବା ଘୋଷଣା କରାଯାଇଛି । ଏହାର ଆୟୋଜକ ଜେଏସଡବ୍ଲୁ ଇସ୍ପାତ କାରଖାନା ପକ୍ଷରୁ ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି । ଏହାକୁ ସମ୍ବୋଧିତ କରି
Read More...

ବିଭିନ୍ନ ଦାବି ନେଇ ଏଡିଟିଙ୍କୁ ଘେରିଲେ ବୁଣାକାର

ସୂବର୍ଣ୍ଣପୁର: ବୁଣାକାର ବହୁଳ ସୁବର୍ଣ୍ଣପୁର ଜିଲ୍ଲାରେ ଏବେ ବୁଣାକାର ପ୍ରବଳମାତ୍ରାରେ ଅବହେଳିତ । ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକର ସୁଖା, ଦିଗଶିରା, ସୁନାପାଲି ଇତ୍ୟାଦି ଗ୍ରାମର ଶତାଧିକ ବୁଣାକାର ତାଙ୍କର ବିଭିନ୍ନ ଦାବିନେଇ ଆଜି ସୋନପୁରର ଡିଡିଟି ଅଫିସ ଘେରାଉ କରିଥିଲେ । ଯୁବନେତା ତଥା
Read More...

ଜିଲ୍ଲାର ପ୍ରଥମ ଆଇଏଏସଙ୍କ ସହ କଲେଜ ଛାତ୍ରଛାତ୍ରୀଙ୍କ ଭାବବିନିମୟ

ସୁବର୍ଣ୍ଣପୁର: ସୋନପୁର ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ସୁବର୍ଣ୍ଣପୁର ଜିଲ୍ଲାରୁ ପ୍ରଥମ କରି ସିଧାସଳଖ ଆଇ ଏ ଏସ ପାଇଥିବା କାର୍ତ୍ତିକ ପାଣିଗ୍ରାହୀଙ୍କ ସହିତ ଏକ ଭାବବିନିମୟ ସାକ୍ଷାତ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଉପାଧ୍ୟକ୍ଷ ଅଶ୍ୱିନୀ କୁମାର ହୋତାଙ୍କ
Read More...

ଘୁ ଉଦୟଗିରିରେ ଗଡିଲା ଫସଲ ବୀମା ରଥ

ଘୁ ଉଦୟଗିରି : ଘୁ ଉଦୟଗିରିଠାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ରଥ ଗଡିଛି । ଏହି କାର୍ଯ୍ୟକ୍ରମ ଏକ ସପ୍ତାହ ଧରି ଚାଲୁ ରହିବ । ସୂଚନା ମୁତାବକ ସ୍ଥାନୀୟ ଗୋଷ୍ଠି କୃଷି ଅଧିକାରୀଙ୍କ କାର୍ଯ୍ୟାଳୟଠାରୁ ଏହି ରଥ ବାହାରି ଘୁ ଉଦୟଗିରି ବ୍ଲକର ସମସ୍ତ ପଞ୍ଚାୟତ ବୁଲି ବୁଲି ଲୋକ ମାନଙ୍କୁ ସଚେତନ
Read More...

ଦୁଇ ବର୍ଷର ଶିଶୁ ନାଳ ପାଣିରେ ବୁଡି ମୃତ୍ୟୁ

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ମାଝୀପଡା ଗାଁ ନିକଟରେ ଥିବା ସୁରକା ପଟାଙ୍ଗୀ ନାଳରେ ବୁଡ଼ିଯାଇ ଜଣେ ଦୁଇ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁ ଜଣକ ମଝିପଡ଼ା ଗାଁର ବିକାଶ କହଁରଙ୍କ ଏକମାତ୍ର ପୁଅ ଆୟୁଷ କହଁର ବୋଲି ଜଣାପଡିଛି । ସୂଚନା ଅନୁସାରେ ମୃତ ଶିଶୁ ଜଣକ ତା ମା
Read More...

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳିତ

ନବରଙ୍ଗପୁର: ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣ କଟକର ଆଦେଶ କ୍ରମେ, ଜିଲ୍ଲା ଆଇନସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ବିଦ୍ୟାନିକେତନ ମହାବିଦ୍ୟାଳୟ, ନବରଙ୍ଗପୁର ଠାରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି, ଏହି ଉପଲକ୍ଷେ ବିଦ୍ୟାନିକେତନ ମହାବିଦ୍ୟାଳୟ, ନବରଙ୍ଗପୁର ୫୦ଟି ଫଳ ଜାତୀୟ
Read More...

ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଦଶଦଫା ଦାବିପତ୍ର ପ୍ରଦାନ

ବୌଦ୍ଧ, ୭/୭ (ହୀ.ପ୍ର): ବିଭିନ୍ନ ଦାବି ନେଇ ବୌଦ୍ଧ ଜିଲ୍ଲା ପାଣ-ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗଙ୍କ ନେତୃତ୍ୱରେ ଓ ସଭାପତି ବଟକୃଷ୍ଣ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବୌଦ୍ଧ ତହସିଲ୍‌ କାର୍ଯ୍ୟାଳୟ ଘେରାଉ କରିବା ସହ ଜିଲ୍ଲାପାଳଙ୍କ
Read More...

କମିବ ପେଟ୍ରୋଲ,ଡିଜେଲ ଦର

ନୂଆଦିଲ୍ଲୀ: ପେଟ୍ରୋଲ,ଡିଜେଲ କ୍ଷେତ୍ରରେ ଆଗକୁ ଗ୍ରାହକମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିବ । ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତୈଳ ଦର କମିଥିବାରୁ ଭାରତରେ ପେଟ୍ରୋଲ-ଡିଜେଲର ଦର ଆହୁରି କମିବ ବୋଲି କୁହାଯାଉଛି । ବର୍ତ୍ତମାନ ଅଶୋଧିତ ତୈଳର ଏକ ବ୍ୟାରେଲ ପିଛା ଦାମ୍‌ ୧୦୦ଡଲାରରୁ ତଳକୁ ଖସି
Read More...

ବୌଦ୍ଧ ସଦର ସର୍ବପୁରାତନ ଦୁଇ ହାଇସ୍କୁଲ ଶତ ପ୍ରତିଶତ ରେଜଲ୍ଟ

ବୌଦ୍ଧ :ବୌଦ୍ଧ ସହର ସ୍ଥିତ ସର୍ବ ପୁରାତନ ଯୋଗେନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ଶତ ପ୍ରତିଶତ ଉତ୍ତୀର୍ଣ୍ଣ ହୋଇଛନ୍ତି l ଯୋଗେନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟର A1-01, A2-02, B1-06, B2-18, C-28, D-28,
Read More...

ଶେଷରେ ଇସ୍ତଫା ଦେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୭/୭ : ଦ୍ୱନ୍ଦ୍ୱ ଓ ସସ୍‌ପେନ୍ସର ଅବସାନ ଘିଟିଛି । ଶେଷରେ ଇସ୍ତଫା ଦେଇଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ । ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ସେ ନିଜର ଇସ୍ତଫା ଘୋଷଣା କରିଛନ୍ତି । ୨୦୧୯ରେ ଲୋକେ ତାଙ୍କୁ ନିର୍ବାଚିତ କରିଥିବାରୁ ସେମାନଙ୍କୁ ସେ
Read More...