ବୌଦ୍ଧ ସେବା ସମବାୟ ସମିତିର ସଭାପତି ହେଲେ ସତ୍ୟଜିତ ପଣ୍ଡା
ବୌଦ୍ଧ : ବୌଦ୍ଧ ଜିଲ୍ଲା ସଦର ମହକୁମାରେ ଥିବା ବୌଦ୍ଧ ସେବା ସମବାୟ ସମିତିର ସଭାପତି ଭାବେ ଆଜି ବରିଷ୍ଠ ସାମ୍ବାଦିକ ସତ୍ୟଜିତ କୁମାର ପଣ୍ଡା ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଆଜି ବୌଦ୍ଧ ସେବା ସମବାୟ ସମିତିର ସଭାପତି ନିର୍ବାଚନ ପାଇଁ ସକାଳ ୧୦ ଘଣ୍ଟା ଠାରୁ ୧୨ ଘଣ୍ଟା ମଧ୍ୟରେ!-->…
Read More...
Read More...