ରାଜ୍ୟସଭା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ଦାଖଲ ହେବ ମନୋନୟନପତ୍ର

ଭୁବନେଶ୍ୱର : ଓଡିଶା ବିଧାନସଭାର ସଦସ୍ୟମାନଙ୍କ ଦ୍ୱାରା ରାଜ୍ୟସଭାକୁ ତିନିଜଣ ସଦସ୍ୟ ନିର୍ବାଚନ ପାଇଁ ଭାରତର ନିର୍ବାଚନ କମିଶନ ବିଧିବଦ୍ଧ ଭାବେ ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଉକ୍ତ ବିଜ୍ଞପ୍ତି ମଧ୍ୟ ଆମ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ବିଧିବଦ୍ଧ ଭାବେ ଓଡିଶା
Read More...

ସଡ଼କ ଦୁର୍ଘଟଣା ଅନୁସନ୍ଧାନ ଉପରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର

ସମ୍ବଲପୁର : ଏଠାକାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସଡ଼କ ଦୁର୍ଘଟଣା ଉପରେ ରାଜ୍ୟସ୍ତରୀୟ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି । ଶିବିରରେ ଏହି ସମ୍ପୂର୍ଣ୍ଣ ଅଞ୍ଚଳର ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ସ୍ଥିତ ପୁଲିସ ଥାନା ଗୁଡିକରୁ ବଛା ବଛା ୩୦ ଜଣ ପୁଲିସ ଅଧିକାରୀଙ୍କୁ
Read More...

ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତିକୁ ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ଆମ୍ବୁଲାନ୍ସ ପ୍ରଦାନ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ବିଶେଷ କରି ଜିଲ୍ଲାର ଗରିବ ଲୋକଙ୍କ ସ୍ୱାସ୍ଥ୍ୟସେବାରେ ଲାଗିବା ପାଇଁ ନବରଙ୍ଗପୁର ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ଏକ ଆଧୁନିକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଜିଲ୍ଲାପାଳ
Read More...

ନବରଙ୍ଗପୁର ଜିଲ୍ଲା ସ୍ପୋର୍ଟସ ଏକାଡେ଼ମୀ ତରଫରୁ ବେଲ୍ଟ ଟେଷ୍ଟ

ନବରଙ୍ଗପୁର: ସ୍ଥାନୀୟ ଗାନ୍ଧିନଗର ସ୍ଥିତ ଆରେମ୍ସି ପ୍ରାଙ୍ଗଣରେ ନବରଙ୍ଗପୁର ଜିଲ୍ଲା ସ୍ପୋର୍ଟସ ଏକାଡେ଼ମୀ ସଂଘ ତରଫରୁ ଏକ କରାଟେ ବେଲ୍ଟ ଟେଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ସଙ୍ଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଯୋଗ
Read More...

ତ୍ରିବେଣୀପୁରରେ ପହଞ୍ଚିଲା ପ୍ରାଣୀ ଚିକିତ୍ସକ ଦଳ, ରକ୍ଷା ହେଲା ବଳଦର ଜୀବନ

ବାଉଁଶୁଣୀ : ବୌଦ୍ଧ ବ୍ଲକ ଗୋଛାପଡା଼ ଗ୍ରାମ ପଂଚାୟତ ଅନ୍ତର୍ଗତ ତ୍ରୀବେଣୀପୁର ଗ୍ରାମର ଗିରିଶ ଛତ୍ରଙ୍କ ବଳଦର ପେଟକୁ କେହି ଜଣେ ଦୁର୍ବୁତ୍ତ ଅମାନୁଷିକ ଭାବେ ବର୍ଛା ମାରି ଦେଇଥିବାରୁ ବଳଦଟି ଯନ୍ତ୍ରଣାରେ ଛଟପଟ ହେଉଥିଲା । ଖବର ପାଇ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡା. ପ୍ରଫୁଲ୍ଲ
Read More...

ମଧ୍ୟାହ୍ନ ଭୋଜନରେ ପ୍ଲାଷ୍ଟିକ ଚାଉଳ !

ବାଲିଗୁଡ଼ା: ପୋକରା ଚାଉଳ ପରେ ଏବେ ପୁଣି ପ୍ଲାଷ୍ଟିକ ଚାଉଳ । ତାହା ପୁଣି ମଧ୍ୟାହ୍ନ ଭୋଜନରେ । ଏ ହେଉଛି ମଧ୍ୟାହ୍ନ ଭୋଜନ ପାଇଁ ପିଲାଙ୍କୁ ଦିଆଯାଉଥିବା ଚାଉଳ । ଯେଉଁଥିରେ ପ୍ଲାଷ୍ଟିକ ଚାଉଳ ଥିବା ଅଭିଯୋଗ ହୋଇଛି । ଏଭଳି ଅପମିଶ୍ରିତ ଚାଉଳ ଖାଇଲେ କ'ଣ ପିଲାଙ୍କୁ ପୌଷ୍ଟିକ ତତ୍ତ୍ୱ ମିଳିବ ?
Read More...

ଦଶପଲ୍ଲା ଗ୍ରାମାଞ୍ଚଳରେ ସକ୍ରିୟ କେନ୍ଦୁପତ୍ର ମାଫିଆ

ଦଶପଲ୍ଲା : ଯେଉଁ କେନ୍ଦୁପତ୍ର ପାଇଁ ଭାରତ ମାନଚିତ୍ରରେ ଓଡିଶା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା, ଯେଉଁ କେନ୍ଦୁପତ୍ର ଲାଭାଂଶରେ ଓଡିଶାର ଅର୍ଥନୈତିକ ପ୍ରଗତି ତ୍ୱରାନ୍ୱିତ ହେଉଥିଲା, ସେହି କେନ୍ଦୁପତ୍ର ଉପରେ ଏବେ ଦୃଷ୍ଟି ପଡିଛି ମାଫିଆ ମାନଙ୍କର । ଏ ବର୍ଷ ପାଗ ଅନୁକୁଳ ଥିବାରୁ
Read More...

ବିନୟ କୁମାର ଦିଲ୍ଲୀର ନୂଆ ଉପ-ରାଜ୍ୟପାଳ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବିନୟ କୁମାର ସାକ୍ସସେନା ନୂଆ ଉପ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ବିନୟ କୁମାର ସକ୍ସସେନାଙ୍କୁ ଏହି ନିଯୁକ୍ତ କରିଛନ୍ତି । ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଅନିଲ ବୈଜଲ ଉପ
Read More...

ଏସିଆ କପ୍‌ : ଡ୍ର’ରୁ ଅଭିଯାନ ଆରମ୍ଭ କଲା ଭାରତ

ଜାକର୍ତ୍ତା: ଭାରତୀୟ ହକି ଦଳ ତା’ର ଏସିଆ କପ୍‌ ଅଭିଯାନ ଡ୍ରରୁ ଆରମ୍ଭ କରିଛି । ଆଜି ପୁଲ ଏ’ରେ ଥିବା ଭାରତ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିଥିଲା । ପୂରା ମ୍ୟାଚ୍‌ରେ ଭାରତ ଦବଦବା ଦେଖାଇବା ସହ ମ୍ୟାଚ୍‌ରେ ୧-୦ରେ ଆଗରେ ଥିଲେ । ହେଲେ ଶେଷ ମିନିଟ୍‌ରେ ପାକିସ୍ତାନ ଗୋଟିଏ ଗୋଲ
Read More...

ସୋନପୁରରେ ବେନିୟମ ବାଲି ଚାଲାଣ, ୫୮ହଜାର ଟଙ୍କା ଜରିମାନା ଆଦାୟ

ସୁବର୍ଣ୍ଣପୁର : ଆଜି ସୋନପୁର-ମନମୁଣ୍ଡା ବ୍ରିଜ ତଳ ତେଲ ନଦୀରୁ ୬ ଗୋଟି ଟ୍ରାକ୍ଟରକୁ ବେନିୟମ ବାଲି ଚାଲାଣ କରୁଥିବା ସମୟରେ ସୋନପୁର ତହସିଲଦାର ନବୀନ କିଶୋର ପାଢ଼ୀଙ୍କ ତତ୍ତ୍ୱାବଧାନରେ, ଅତିରିକ୍ତ ତହସିଲଦାର ପ୍ରମୋଦ କୁମାର ମେହେର, ଆରଆଇ ସୁଧୀର ପାଣ୍ଡିଆ, ଏଆରଆଇ ସଞ୍ଜୟ ଭୋଇ, ଅମିନ
Read More...