ଆନ୍ତର୍ଜାତୀୟ ଡ୍ରଗ୍ସ ଅପବ୍ୟବହାର ଓ ଅନୈତିକ କାରବାର ବିରୋଧ ଦିବସ ପାଳିତ

ପୁରୀ : ନିଶା ଏକ ମାରାତ୍ମକ ବ୍ୟାଧି ।ଏଥିରେ ବିଶେଷ ଭାବରେ ଯୁବବର୍ଗ ପ୍ରଭାବିତ ହେଉଥିବାରୁ ସେମାନଙ୍କୁ ସଚେତନ କରି ଭଲ ବାଟକୁ ଫେରେଇ ଆଣିବା ସମସ୍ତଙ୍କ ଦାୟିତ୍ୱ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ମତ ଦେଇଛନ୍ତି । ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ମାଦକ ଦ୍ରବ୍ୟର ଅପବ୍ୟବହାର ତଥା ଅବୈଧ
Read More...

ମହାନଦୀ ଉପରେ ନିର୍ମାଣ ହେବ ଆଉ ଏକ ସେତୁ

ଦଶପଲ୍ଲା : ମହାନଦୀ ଉପରେ ନିର୍ମାଣ ହେବ ଆଉ ଏକ ସେତୁ । ଏଥିପାଇଁ ସରକାରୀ ସ୍ତରରେ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହି ସେତୁ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍‌ ଅନ୍ତର୍ଗତ ବଡ଼ମୂଳରୁ ମହାନଦୀର ଅପରପାର୍ଶ୍ୱରେ ଥିବା କଟକ ଜିଲ୍ଲା ନରସିଂହପୁର ବ୍ଲକ୍‌ ବାଲିପୁଟ ସହିତ ସଂଯୋଗ ହେବ । ଏଥିପାଇଁ
Read More...

ଦୁର୍ଘଟଣାରେ ଯୁବକ ମୃତ

ଦଶପଲ୍ଲା : ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥ ଶାଳିଆଗୋଛା ନିକଟରେ ଏକ କାର୍‌ ସହିତ ମୁହାଁମୁହିଁ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ବାଇକ ଆରୋହୀ ଜଣଙ୍କ ହେଲେ ତାଂଗନାଡି ଗାଁର ସଞ୍ଜୟ ବିନ୍ଧାଣୀ । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା ଅନ୍ତର୍ଗତ
Read More...

ଟିମ୍‌ ଇଣ୍ଡିଆକୁ ଝଟକା, ରୋହିତ ଶର୍ମା କୋଭିଡ ପଜିଟିଭ

ନୂଆଦିଲ୍ଲୀ : ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟିମ୍‌କୁ ଏକ ବଡ ଝଟକା ଲାଗିଛି । ଟିମ୍‌ ଅଧିନାୟକ ରୋହିତ ଶର୍ମା କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏ ସଂପର୍କରେ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ତାଙ୍କର ଆର୍‌ଟିପିସିଆର ଟେଷ୍ଟ ବେଳେ ଏହା ଜଣାପଡିଛି । ସେ କୋଭିଡରେ
Read More...

ମାଈହାତୀ ମୃତଦେହ ଠାବ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ କଳାପାଟ ସଂରକ୍ଷିତ ଜଙ୍ଗଲ ଟୁଲୁକପଦା ଗାଁ ନିକଟରେ ମାଈହାତୀ ମୃତଦେହ ଠାବ ହୋଇଛି। କିଛି ସ୍ଥାନୀୟ ଲୋକ ଛତୁ ଖୋଜିବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ସେଠାରେ ହାତୀଟି ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ଏନେଇ ଜଙ୍ଗଲ ବିଭାଗକୁ ଖବର
Read More...

ରଥଯାତ୍ରାରେ ମୁତୟନ ହେବେ ୧୮୦ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ

ପୁରୀ :ଶୃଙ୍ଖଳିତ ଓ ସୁରକ୍ଷିତ ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ସମେତ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ୫୦ରୁ ଅଧିକ ସିସିଟିଭି କ୍ୟାମେରା ସଂସ୍ଥାପନା କାର୍ଯ୍ୟ ଚାଲିଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି କାନ୍ତି, ସେବାୟତ ଓ
Read More...

ଜିଲ୍ଲା ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ନବ ଗଠିତ ଜିଲ୍ଲା ପରିଷଦର ପ୍ରଥମ ବୈଠକ ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁପାର ଠେଲାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ,
Read More...

ଜୟ ହନୁମାନ କ୍ରିକେଟ ପ୍ରତିଯୋଗିତା ଉଦଯାପିତ, ଗୁରୁ ଏକାଦଶ ଚାମ୍ପିୟାନ

ପାରଳାଖେମୁଣ୍ଡି : ଆଜି ପାରଳା ପୌରପାଳିକା ଅଧୀନରେ ଥିବା ହାତପଦା ସ୍ଥିତ ରେଳ ପଡ଼ିଆରେ ଆୟୋଜିତ ହୋଇଯାଇଛି ଜୟ ହନୁମାନ କ୍ରିକେଟ ପ୍ରତିଯୋଗିତାର ଫାଇନାଲ୍‌ ମ୍ୟାଚ । ବର୍ଷା ଯୋଗୁଁ ବାଧାପ୍ରାପ୍ତ ପାଇଥିବା ଏହି ୧୫ଓଭର ବିଶିଷ୍ଟ ଫାଇନାଲ ମ୍ୟାଚରେ ଗୋଟିଏ ଉଇକେଟରେ ବିଜୟ ହାସଲ କରିଥିଲେ ଗୁରୁ
Read More...

ଘୁ. ଉଦୟଗିରି ସମବାୟ ସମିତି ସଭାପତି ହେଲେ ଜମେଶ ପ୍ରଧାନ

ଘୁ. ଉଦୟଗିରି : ଘୁ. ଉଦୟଗିରି ଠାରେ ଥିବା ବୃହଦାକାର ବହୁମୂଖୀ ସମବାୟ ସମିତିର ବିଭିନ୍ନ ପଦ ପଦବୀ ଯଥା ଡାଇରେକ୍ଟର ଓ ସଭାପତି ଆସନ ନିମନ୍ତେ ନିର୍ବାଚନ ସରିଥିବା ଦେଖିବାକୁ ମିଳିଛି । ପୂର୍ବରୁ ଯେଉଁ ୧୫ ଜଣ ସଦସ୍ୟ ବା ଡାଇରେକ୍ଟରମାନେ ବିଭିନ୍ନ ମଣ୍ଡଳୀରୁ ନିର୍ବାଚିତ ହେବାପରେ ସେମାନେ ହିଁ
Read More...

ଚକ୍ଷୁ ଦାନ କଲେ ରାଇମୋହନ

ଭୁବନେଶ୍ୱର : ଶୁକ୍ରବାର ଭୁବନେଶ୍ୱର ସ୍ଥିତ ପ୍ରାଚୀ ବିହାରରେ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି ଅଭିନେତା ରାଇମୋହନ । ତେବେ ମୃତ୍ୟୁ ପରେ ଚକ୍ଷୁଦାନ କରିଛନ୍ତି ରାଇମୋହନ । କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ଚକ୍ଷୁଦାନ କରାଯାଇଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ
Read More...