କଟୁରୀ ଗ୍ୟାଙ୍ଗର ୫ଜଣଙ୍କୁ ଗିରଫ କଲା ପୁଲିସ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ କଟୁରି ଗ୍ୟାଙ୍ଗର ପାଞ୍ଚ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ଗିରଫ ପାଞ୍ଚ ଜଣଙ୍କ ମଧ୍ୟରେ ଜଣେ ନାବାଳକ ଥିବା ବିଶେଷ ଭାବେ ଜଣାପଡିଛି । ଏମାନଙ୍କ ନିକଟରୁ ନଗଦ ୩୩ ହଜାର ସହ ୫ଟି ବାଇକ ଓ ମାରଣାସ୍ତ୍ର ଜବତ କରିଛି ପୁଲିସ । ଏହି!-->…
Read More...
Read More...