ଜିଲ୍ଲା ମୁଖ୍ୟାଳୟ ଏବଂ ଜିଲ୍ଲା ଗ୍ରନ୍ଥାଳୟରେ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଦେଲେ ପରାମର୍ଶ ଡାକ୍ତର ସୁନୀଲ କୁମାର କୋଟା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ଆଜି ଓଡିଶାର ପ୍ରଖ୍ୟାତ ଏଣ୍ଡୋକ୍ରୋ୍‌ନୋଲୋଜିଷ୍ଟ ଡଃ ସୁନୀଲ କୁମାର କୋଟାଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏବଂ ଜିଲ୍ଲା ଗ୍ରନ୍ଥାଳୟର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଜୀବନ ଚର୍ଯ୍ୟ ଉପରେ ପରାମର୍ଶ ବୈଠକ ଅନୁଷ୍ଠିତ
Read More...

ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ

ସୁବର୍ଣ୍ଣପୁର: ଆଜି ପୂର୍ବାହ୍ନରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା,
Read More...

କ୍ୱାଡ ସମ୍ମିଳନୀରେ ମୁମ୍ବାଇ ଆତଙ୍କୀ ଆକ୍ରମଣକୁ ନିନ୍ଦା

ଟୋକିଓ : ଟୋକିଓଠାରେ ଆଜି ଅନୁଷ୍ଠିତ କ୍ୱାଡ୍‌ ସମ୍ମିଳନୀରେ ଆତଙ୍କବାଦକୁ ଏକସ୍ୱରରେ ନିନ୍ଦା କରାଯାଇଛି । କ୍ୱାଡ୍‌ ସଦସ୍ୟ ରାଷ୍ଟ୍ର ଆମେରିକା, ଭାରତ, ଜାପାନ ଓ ଅଷ୍ଟ୍ରେଲିଆର ରାଷ୍ଟ୍ରମୁଖ୍ୟମାନେ ଭାରତରେ ହୋଇଥିବା ୨୬/୧୧ ମୁମ୍ବାଇ ଆକ୍ରମଣ,ପଠାନକୋଟ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା
Read More...

ରାଜ୍ୟସଭା ଯିବେ ପ୍ରିୟଙ୍କା!

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ କଂଗ୍ରେସ ସ୍ଥିର କରିଛି । । ପ୍ରିୟଙ୍କା ଗାନ୍ଧୀ ୨୦୧୭ ଠାରୁ ସକ୍ରିୟ ରାଜନୀତିରେ ଅଛନ୍ତି ଏବଂ ଉତ୍ତରପ୍ରଦେଶକୁ ପରିଚାଳନା କରୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସେ କୌଣସି ସଦନର ସଦସ୍ୟ
Read More...

ପେଟ୍ରୋଲ ଦରହ୍ରାସକୁ ନେଇ ଅସନ୍ତୋଷ ପ୍ରକାଶ କଲେ ବିକ୍ରେତା ସଂଘ

ସମ୍ବଲପୁର: କେନ୍ଦ୍ର ସରକାରଙ୍କ ପକ୍ଷରୁ ଉତ୍ପାଦନ ଶୁକ୍ଳହ୍ରାସ ଫଳରେ ପେଟ୍ରୋଲ ଓ ଡିଜେଲ ଉଭୟଙ୍କ ଖାଉଟି ମୂଲ୍ୟ ହ୍ରାସ ପାଇଛି, ଏହାକୁ ନେଇ ଜନସାଧାରଣ ଖୁସି ଜଣାଇଛନ୍ତି କିନ୍ତୁ ଏହା ଉପରେ ପେଟ୍ରୋଲିୟମ ବିକ୍ରେତା ସଂଘ ନିଜ ଅସନ୍ତୋଷ ଜଣାଇଛନ୍ତି । ଏ ବିଷୟରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ
Read More...

ଦଣ୍ଡ ନୃତ୍ୟ ମାଧ୍ୟମରେ ଚାଷୀମାନଙ୍କୁ ସଚେତନତା କାର୍ଯ୍ୟକ୍ରମ

ପାଟଣାଗଡ଼ : ଚଳିତ ବର୍ଷ ଅକ୍ଷୟ ତୃତୀୟା ଦିନଠାରୁ ଚାଷୀମାନେ ମୁଠିଛୁଆଁ ବା ମୁଠି ଅନୁକୂଳ କରି ସାରିଛନ୍ତି । ଚାଷୀ ମାନଙ୍କ ଚାଷ କରିବା ସମୟ ପାଖେଇ ଆସୁଥିବା ବେଳେ ଚାଷୀମାନେ ଚାଷ କରିବା ଆଗରୁ ଉତ୍କୃଷ୍ଟ ମାନର ତଥା ଅଧିକ ଅମଳକ୍ଷମ , ରୋଗସହନଶୀଳତା ଆଦି ବିଭିନ୍ନ କିସମର ମଞ୍ଜି ଧାନ, କପା,
Read More...

ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କଲେ ଗୋଟିଏ ପରିବାରର ଛଅ ଜଣ : ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ଭବ୍ୟ ସ୍ୱାଗତ

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ତେଲେନପାଲି ପଞ୍ଚାୟତ ଅଣ୍ଡାଲମୁଣ୍ଡି ଗାଁଠାରେ ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ତେଲେନପାଲି ଶାଖା ସଭାପତି ରାଜକିଶୋର କୁମ୍ଭାରଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜିତ ହୋଇଥିଲା । ସଭାରେ ମୁଖ୍ୟ ଆତିଥି ରୂପେ ବ୍ଲକ୍‌ ସଭାପତି ଛିନୁ ଟାକ୍ରି,
Read More...

ରଥଯାତ୍ରା ସମୀକ୍ଷା ବୈଠକ ଅନୁଷ୍ଠିତ

ପୁରୀ:ଆଗାମୀ ରଥଯାତ୍ରା ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସୋମବାର ଅପରାହ୍ନରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ବିଗତ ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁ
Read More...

ନୂଆଗାଁ ଅଞ୍ଚଳରେ ଧଳା ଆପାଚୀ ଆତଙ୍କ

ଦଶପଲ୍ଲା : ବଣ ପାହାଡ଼ ଘେରା ନୂଆଗାଁ ଅଂଚଳରେ ଆତଙ୍କ ଷୃଷ୍ଟି କରିଛି ଧଳା ଆପାଚି । ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡାଝୋଲା ଏବଂ କାପ୍ତାପଲ୍ଲୀ ପଞ୍ଚାୟତରେ ବନ୍ଧୁକ ଦେଖାଇ ବାଟୋଇଙ୍କୁ ଲୁଟ କରୁଛନ୍ତି ଦୁର୍ବୃତ୍ତ । ସୂଚନା ଥାଉକି ଗତକାଲି ବିଳମ୍ବିତ ରାତ୍ରରେ ବାହାଡାଝୋଲା
Read More...

ଠାକୁରଙ୍କ ଚାପ ଖେଳ ବେଳେ ଓଲଟିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ଭକ୍ତ ଓ ସେବାୟତ

ଦଶପଲ୍ଲା : ପ୍ରସିଦ୍ଧ ଚନ୍ଦନଯାତ୍ରା ପାଇଁ ଲଡୁବାବାଙ୍କ ଚନ୍ଦନପୋଖରୀରେ ଗତ ୨୧ ଦିନ ହେବ ଠାକୁରଙ୍କ ଚାପଖେଳ ଚାଲିଥିଲା । ଗତକାଲି ଭଉଁରୀ ଯାତ୍ରା ପାଇଁ ଡଙ୍ଗାକୁ ଆକର୍ଷଣୀୟ ଭାବେ ସଜାଯାଇ ଚାପଖେଳ ଚାଲିଥିଲା । ଡଙ୍ଗାରେ ଠାକୁରଙ୍କ ପ୍ରତିମା ସହ ପ୍ରାୟ ୨୭ ଜଣ ସେବାୟତ ରହିଥିଲେ । ସେମାନଙ୍କ
Read More...