ପୁରୀ ଜିଲ୍ଲାପାଳଙ୍କ ନାମରେ ମାମଲା ରୁଜୁ ପାଇଁ ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ବେଆଇନ ମାମଲାରେ ପୁରୀ ଜିଲାପାଳ, ଟାଟା କମ୍ପାନୀ ଓ ରାଜ୍ୟ ସେତୁ ନିର୍ମାଣ ନିଗମ ତଥା ଓବିସିସି ବିରୋଧରେ ପୁରୀ ସିଂହଦ୍ୱାର ଥାନା ଏତଲା ରୁଜୁ ପାଇଁ ପୁରୀ ଏସଡିଜେଏମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀମନ୍ଦିର ଚାରିପଟେ ବେଆଇନ ନିର୍ମାଣ
Read More...

ଥମୁନି ଦାଦନ ଦୁଃଖ : ଶ୍ରମିକ ହୋଇ ଯାଇଥିଲେ, ଶବ ହୋଇ ଫେରିଲେ

ପାଟଣାଗଡ଼ : ଥମୁନି ଦାଦନ ଦୁଃଖ । ୨୪ଘଣ୍ଟା ନ ପୁରୁଣୁ ବେଲପଡ଼ା ବ୍ଲକ ଖଲଖଲି ଗାଁର ଶବ ପହଞ୍ଚିଲା । ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ଖଲଖଲି ଗାଁର ଜଗଦିଶ ମାଝୀ ।(୪୦) ଙ୍କ ୱାରଙ୍ଗଲକୁ ଦାଦନ ଖଟିବାକୁ ଯାଇଥିଲେ । ତେବେ ସେଠାରେ ସେ ଅସୁସ୍ଥ ହୋଇପଡିଥିଲେ । ଏହାପରେ ତାଙ୍କର
Read More...

ରଥ ଖଳା ଚଳଚଞ୍ଚଳ, ତୁମ୍ବରେ ହେଲା ବିନ୍ଧ

ପୁରୀ : ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ତିନିରଥର ମୋଟ୪୨ ଚକର ତୁମ୍ବ ନିର୍ମାଣ ଶେଷହୋଇଅଛି । ତୁମ୍ବରେ ସୁତା ବାଡ଼ିଆ ପରେ ଦିନଠାରୁ ତୁମ୍ବ ଗୁଡିକରେ ବିନ୍ଧକାର୍ଯ୍ୟ ଆରମ୍ଭ ହୋଇ ଜାରୀ ରହିଛି । ଦେବଦଳନ ରଥର ଶେଷ ତୁମ୍ବର ପ୍ରାରମ୍ଭିକ ଗୋଲେଇ କାର୍ଯ୍ୟ ଶେଷ ହୋଇ ଥିବା
Read More...

ବାଲ୍ୟବିବାହ ମୁକ୍ତ ଜିଲ୍ଲା ପାଇଁ ଶପଥପାଠ

ଦଶପଲ୍ଲା: ନୟାଗଡ଼ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ବିଭିନ୍ନ ସମୟରେ ବିିଭିନ୍ନ ପ୍ରକାର ପଦକ୍ଷେପ ପ୍ରଶାସନ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କ ପକ୍ଷରୁ ନିଆଯାଇଥିବା ବେଳେ ଗତକାଲି, ନୟାଗଡ଼ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ସଭାଗୃହରେ, ବ୍ଲକ ପ୍ରଶାସନ ତରଫରୁ ବାଲ୍ୟବିବାହ
Read More...

ମାଉସୀ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ପଞ୍ଚକୁଣ୍ଡିୟ ମହାଯଜ୍ଞ

ପାଟଣାଗଡ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ବେଲପଡ଼ା ମାଉସୀ ମନ୍ଦିର ପ୍ରତିଷ୍ଠା ପାଇଁ ପଞ୍ଚ କୁଣ୍ଡିୟ ମହାଯଜ୍ଞ ଓ ପୁରାଣ ପାରାୟଣ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପଞ୍ଚ କୁଣ୍ଡିୟ ମହାଯଜ୍ଞରେ ସ୍ତାନୀୟ ମେହେରପଡା ସ୍ଥିତ ମାଉସୀ ମନ୍ଦିର ଠାରେ ମହାଆଡମ୍ବର ସହକାରେ
Read More...

ନକଲି ଲେବର କାର୍ଡ଼ ରାକେଟ୍‌ ସକ୍ରିୟ

ଦଶପଲ୍ଲା : ନୟାଗଡ଼ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ଗରିବ ନୀରିହ ଜନସାଧାରଣଙ୍କୁ ଲେବର୍‌ କାର୍ଡ଼ କରାଇଦେବା ସହିତ ସରକାରଙ୍କର ବିଭିନ୍ନ ସୁବିଧା ଯୋଗାଇ ଦେବାକୁ କହି ଜନସାଧାରଣଙ୍କ ଲୁଟୁଛନ୍ତି ନକଲି ଲେବର କାର୍ଡ଼ ଲୁଟେରା । ଏପରି ଏକ ରାକେଟ୍‌ର ପର୍ଦ୍ଦାଫାସ୍‌ କରିଛି ନୟାଗଡ଼ ପୋଲିସ ।
Read More...

ଦ.ଆଫ୍ରିକା ବିପକ୍ଷ ସିରିଜରୁ ବାଦ ପଡିପାରନ୍ତି ସୂର୍ଯ୍ୟକୁମାର ଯାଦବ

ମୁମ୍ବାଇ : ଆଇପିଏଲ-୨୦୨୨ ଶେଷ ହେବା ପରେ ଭାରତୀୟ ଦଳ ଦ.ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ ଖେଳିବ । ଏହି ସିରିଜ ଦଳ ୫ଟି ମ୍ୟାଚ ଆସନ୍ତ ଜୁନ୍‌ ୯ରୁ ୧୯ ମଧ୍ୟରେ ଖେଳାଯିବ । ଏହି ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଏକ ବଡ ଧଟକା ଲାଗିଛି । ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ
Read More...

ଉତ୍ତରାଖଣ୍ଡରେ ପୁଣି ଭୂକମ୍ପ ଝଟ୍‌କା ଅନୁଭୂତ

ଡେରାଡୁନ୍: ଉତ୍ତରାଖଣ୍ଡରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ପିଥୌରାଗଡ ଜିଲ୍ଲାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଯେଉଁଠାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି ତାହା ନେପାଳ ସୀମାର ଆଖପାଖ ଅଞ୍ଚଳ । ରିକ୍ଟର ସ୍କେଲରେ ଏହି ଭୂକମ୍ପ ତୀବ୍ରତା ୪.୬ ରହିଛି । ସୂଚନା ଅନୁସାରେ ଏପର୍ଯ୍ୟନ୍ତ
Read More...

ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି

ବ୍ରଜରାଜନଗର: ନାମାଙ୍କନ ଦାଖଲର ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ବିଶାଳ ରୋଡ୍ ଶୋ’ରେ ଯାଇ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ନାମାଙ୍କନ ଭରିଛନ୍ତି । ନାମାଙ୍କନ ଦାଖଲ ସମୟରେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ସ୍ୱାସ୍ଥ୍ୟ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତ, ୧୧ ଆହତ

କୋରାପୁଟ: ଦେଓଘାଟି ନିକଟରେ ଏକ ଟ୍ରେଲର ସହ ବସ୍ ମୁହାଁମୁହିଁ ଧକ୍କା ହୋଇ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଅଛନ୍ତି। ଗୁରୁତରମାନଙ୍କୁ କୋରାପୁଟ ମେଡିକାଲକୁ ନିଅଯାଇଛି।
Read More...