ଫୁଲବାଣୀ ନାରାୟଣୀ ଯାତ୍ରାର ୮ମ ଦିବସ

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫୁଲବାଣୀର ପ୍ରସିଦ୍ଧ ନାରାୟଣୀ ଯାତ୍ରା ୮ମ ଦିବସରେ ପହଞ୍ଚିଥିବା ବେଳେ ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଥିଲା । ପଞ୍ଚ ଠାକୁରାଣୀଙ୍କ ସମେତ ମା କାଳୀଙ୍କର ନଗର ଭ୍ରମଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ସନ୍ଧ୍ୟା
Read More...

ଶାକିବ ହାସନଙ୍କୁ କରୋନା

ଢାକା : ବାଂଲାଦେଶର ଅଲରାଉଣ୍ଡର ଶାକିବ ଅଲ ହାସନ ମଙ୍ଗଳବାର କୋଭିଡ ପଜିଟିଭ ଚିହ୍ନଟ ହୋଇଚନ୍ତି । ଏହାପରେ ଚାଟୋଗ୍ରାମରେ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରୁ ତାଙ୍କୁ ବାଦ ଦିଆଯାଇଛି । ସେ ବର୍ତ୍ତମାନ ଆଇସୋଲେସନରେ ଅଛନ୍ତି । ଖେଳାଳିମାନେ ସୋମବାର ଚାଟୋଗ୍ରାମରେ ଟ୍ରେନିଂ
Read More...

ଏନଜିଓକୁ ବିଦେଶୀ ଅନୁଦାନ : ବିଭିନ୍ନ ସ୍ଥାନରେ ସିବିଆଇ ରେଡ୍‌

ନୂଆଦିଲ୍ଲୀ: ଦେଶର ବିଭିନ୍ନ ଏନଜିଓଗୁଡିକୁ ବିଦେଶରୁ ମିଳୁଥିବା ଅନୁଦାନର ବିନିଯୋଗରେ ବ୍ୟାପକ ଅନିୟମିତତା ନେଇ ହୋଇଥିବା ଅଭିଯୋଗ ଉପରେ ତଦନ୍ତ ଆରମ୍ଭ କରିଛି ସିବିଆଇ । ଆଜି ସିବିଆଇ ୫ ଜଣ ସରକାରୀ କର୍ମଚାରୀଙ୍କ ସମେତ ମୋଟ ୧୦ ଜଣଙ୍କୁ ଅଟକ ରଖି ଘଟଣାର ଖୋଳତାଡ କରୁଛି । ଏଥିସହ ଦେଶର ୪୦ଟି
Read More...

ଶୁକ୍ରବାର କଂଗ୍ରସର ଚିନ୍ତନ ଶିବିର : ଦଳକୁ ପୁଣି ଫେରିବ ଗୋଟିଏ ପରିବାର, ଗୋଟିଏ ଟିକେଟ ନିୟମ!

ନୂଆଦିଲ୍ଲୀ: ଦେଶରେ କଂଗ୍ରେସର ସ୍ଥିତି ବର୍ତ୍ତମାନ ଅତି ଶୋଚନୀୟ । ଗୋଟିଏ ପରେ ଗୋଟିଏ ରାଜ୍ୟ ହରାଉଥିବା ବେଳେ ଏବେ ରଜସ୍ଥାନରେ ଦଳର ସ୍ଥିତି ଗୁୁରୁତର ହୋଇପଡ଼ିଛି । ଏହାକୁ ସଜାଡ଼ି ଶକ୍ତିଶାଳୀ କରିବା ଲାଗି ଆସନ୍ତା ଶୁକ୍ରବାର ରାଜସ୍ଥାନର ଉଦୟପୁରରେ ହେବ ଚିନ୍ତନ ଶିବିର । ବିପର୍ଯ୍ୟୟରୁ
Read More...

ବାଣୀଗୋଛା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ

ଦଶପଲ୍ଲା : ଆଜି ସଂଧ୍ୟା ୮ .୩୦ ଘଟିକା ସମୟେ ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ବାଣୀଗୋଛା ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପ୍ରାପ୍ତ ସୂଚନା ଅନୁସାରେ ଆଜି ରାତ୍ର ୮.୩୦ ଘଟିକା ସମୟରେ ବୌଦ୍ଧ ଜିଲ୍ଲା ତଳଗାଁ ଗ୍ରାମପଂଚାୟତ ଦଲକସାହିର ନିରାକାର ବେହେରା ଏକ ବାଇକ୍‌
Read More...

ଜୁନ୍‌ ୩ରୁ ଗନ୍ଧରାଡ଼ି ଲୋକକଳା ମହୋତ୍ସବ-୨୦୨୨

ଜହ୍ନାପଙ୍କ: ବୌଦ୍ଧ ବ୍ଳକ ଲଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଐତିହାସିକ ଗନ୍ଧରାଡି ପୀଠ ପ୍ରାଙ୍ଗଣରେ ଗନ୍ଧରାଡି ଲୋକକଳା ମହୋତ୍ସବ-୨୦୨୨ ପାଇଁ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ମଙ୍ଗଳବାର ଅପରାହ୍ନରେ ହୋଇଯାଇଛି । ଏହି ଉପଲକ୍ଷେ ସଭାପତି ଅଶୋକ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ
Read More...

ତରଭା ଏନ୍‌ଏସି କାଉନସିଲରଙ୍କ ସ୍ୱାମୀଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲା ତରଭା ଏନ୍‌ଏସି ୧୦ ନମ୍ବର ୱାର୍ଡର ବିଜେଡି କାଉନସିଲର ନଳିନୀ ନାଏକଙ୍କ ସ୍ୱାମୀ ତଥା ଗଡ଼ଭିତର ଅଞ୍ଚଳର ସଞ୍ଜୀବ କୁମାର ଗୁରୁ ଓରଫ ରାଜା(୩୫)ଙ୍କୁ ଗତ ୭ତାରିଖ ଶନିବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଥିଲା । ଘଟଣାଦିନ ରାତି ପରିବାର ଲୋକେ ଘରେ ଶୋଇଥିଲା
Read More...

କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁପାରେ ବାତ୍ୟା ‘ଅସାନି

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ‘ଅସାନି’ । ବାତ୍ୟା ଏବେ କାକିନାଡ଼ା ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୨୦୦ କିଲୋମିଟ ଏବଂ ବିଶାଖାପାଟ୍ଟଣମ ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୩୦୦ କିଲୋମିଟର ଦୂରରେ ରହିଛି ବାତ୍ୟା । ଏନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ତେବେ
Read More...

ବାତ୍ୟା ପ୍ରଭାବ, ଆଜି ରାତିରୁ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ପୁରୀ : ବାତ୍ୟା ଅସାନି ପ୍ରଭାବ ଆଜି ରାତିରୁ ଆସନ୍ତା ୧୨ ତାରିଖ ଯାଏ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏସଆରସି ଅଫିସରୁ ଏ ନେଇ ପୁରୀ ଜିଲାପାଳଙ୍କୁ ଅବଗତ କରାଯିବା ପରେ ପୁରୀ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ହାଇଆଲର୍ଟରେ ରହିଛି । ପୁରୀରେ ଅନେକ ପର୍ଯ୍ୟଟକ ଥିବାରୁ
Read More...

ଗଜପତି ଜିଲ୍ଲାରେ ହକି ଖେଳର ପ୍ରଦର୍ଶନ ଅନୁଷ୍ଠିତ

ପାରଳାଖେମୁଣ୍ଡି:ଗଜପତି ଜିଲ୍ଲାର କ୍ରୀଡା ବିଭାଗ ତରଫରୁ ବିଭିନ୍ନ ଆବାସ ଆଶ୍ରମ ବିଦ୍ୟାଳୟର ଖେଳ ପଡିଆ ଠାରେ ହକି ପ୍ରଦର୍ଶନ କରାଯାଇଅଛି । ଏହି ପରିପକ୍ଷୀରେ ଗଜପତି ଜିଲ୍ଲାର ରାୟଗଡା ବ୍ଲକ ଅନ୍ତର୍ଗତ ନାରାୟଣପୁର ଗ୍ରାମରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଓଡିଶା ନାଭାଲ ଟାଟା ହକି ଏଚପିସିର
Read More...