ଏଣିକି ସ୍କୁଲ ପିଲା ପଢ଼ିବେ ବିପର୍ଯ୍ୟୟ ପରିଚାଳନା

ଭୁବନେଶ୍ୱର: ଏଣିକି ସ୍କୁଲ ପିଲା ପଢ଼ିବେ ବିପର୍ଯ୍ୟୟ ପରିଚାଳନା । ଆସନ୍ତା ଶିକ୍ଷା ବର୍ଷ ଅର୍ଥାତ ୨୦୨୩ରୁ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ବିପର୍ଯ୍ୟୟ ପରିଚାଳନା କୋର୍ସ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତା’ର ପାଠ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି । ୨୦୨୩ ପାଇଁ ଯେଉଁ ବହି ପ୍ରିଣ୍ଟ ହେଉଛି,
Read More...

ସିଜ୍ ହେଲା ପୂର୍ବତନ ବିଧାୟକ ଜିତେନ୍ଦ୍ର ନାଥ ପଟ୍ଟନାୟକ ସମ୍ପତ୍ତି

ଖୋର୍ଦ୍ଧା: ସିଜ୍ ହେଲା ଖଣି ମାଲିକ ଜିତେନ୍ଦ୍ର ନାଥ ପଟ୍ଟନାୟକ ସମ୍ପତ୍ତି । ଇଡିର ଚଢ଼ାଉରେ ୧୩୩ କୋଟିର ଫିକ୍ସ ଡିପୋଜିଟ୍‌ ସିଜ୍ ହୋଇଥିବାବେଳେ ୬୯ ଲକ୍ଷ ଟଙ୍କା ଜବତ କରିଥିଲା ଇଡି । ଏହି ସବୁ ସମ୍ପତ୍ତିକୁ ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସୂଚନା ଅନୁସାରେ ବେଆଇନ ଖଣି
Read More...

ରାଜଧାନୀରେ ଏନକାଉଣ୍ଟର

ଭୁବନେଶ୍ୱର : ଭୁବନେଶ୍ୱର ଏନକାଉଣ୍ଟରରେ ଗୁରୁତର ଆହତ କୁଖ୍ୟାତ ଅପରାଧୀ ଚକରା ବାରିକକୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଚକରାର ଡାହାଣ ପଟ ଗୋଡ଼ରେ ଗୁଳି ବାଜିଛି। ଚକରା ବାରିକକୁ କାଜୁଆଲଟିରୁ ସର୍ଜରି ୱାର୍ଡକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି।
Read More...

ଶ୍ରୀମନ୍ଦିର ସୁରକ୍ଷା ପାଇଁ ସୁପ୍ରିମକୋର୍ଟରେ ହେବ ଲଢେଇ

ଭୁବନେଶ୍ୱର :ଶ୍ରୀମନ୍ଦିର ପ୍ରତି ବିପଦ ରହିଛି । ଏଣୁ ପରିକ୍ରମା ପ୍ରକଳ୍ପରେ ଚାଲିଥିବା ଅବୈଧ କାର୍ଯ୍ୟ ତୁରନ୍ତ ବନ୍ଦ କରାଯାଉ ନଚେତ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏହାର ସଂଯୋଜକ ବିନୟ ଭୂୟାଁ । ଉଲ୍ଲେଖ୍ୟଯେ ଏହାକୁ
Read More...

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୨ ଆହତ

ଘୁ. ଉଦୟଗିରି:- କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି କାନବାଗିରି ଗ୍ରାମ ମୁଖ୍ୟ ସଡ଼କ ନିକଟରେ ପଲସର ବାଇକ୍‌ ଓ ସ୍କୁଟି ମଧ୍ୟରେ ଧକ୍କା ହୋଇଛି । ଏଥିରେ ସ୍କୁଟି ଚାଳକ ସୁମିତ କୁମାର ନାୟକ(୨୦)ଙ୍କ ମୃତ୍ୟୁ ହୋଇଥିବା ବେଳେ ଦିବାକର ପ୍ରଧାନ(୩୮) ଓ ପଲସର ଚାଳକ ଅନୁପ କୁମାର ନାୟକ(୩୨) ଆହତ ହୋଇଥିବା
Read More...

ଇଂଲଣ୍ଡର ମୁଖ୍ୟ କୋଚ୍‌ ହେବେ ମ୍ୟାକ୍‌କୁଲମ

ମୁମ୍ବାଇ : ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଅଧିନାୟକ ତଥା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) କୋଚ୍‌ ବ୍ରେଣ୍ଡନ୍‌ ମ୍ୟାକକୁଲମ୍‌ ଖୁବଶୀଘ୍ର ଇଂଲଣ୍ଡର ମୁଖ୍ୟ କୋଚ୍‌ଭାବେ ଦାୟିତ୍ୱ ଗ୍ରହଣ କରିବେ । ଏଥିପାଇଁ ତାଙ୍କୁ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) କୋଚ୍‌ ପଦରୁୂ ଅବ୍ୟାହତି ନେବାକୁ
Read More...

ଆଇପିଏଲରୁ ବାଦ୍‌ ପଡ଼ିଲେ ଜାଡେଜା

ମୁମ୍ବାଇ: ଅବଶିଷ୍ଟ ଆଇପିଏଲରୁ ରବିନ୍ଦ୍ର ଜାଡେଜାଙ୍କୁ ବାଦ୍‌ ଦିଆଯାଇଛି । ଏହି ଅଲରାଉଣ୍ଡର ବୁଧବାର ଚେନ୍ନାଇ ସୁପର କିଙ୍ଗ୍ସ ବବଲରୁ ବାହାରିଛନ୍ତି । ଚେନ୍ନାଇ ଦଳ ସିଇଓ କହଇଛନ୍ତି ଯେ "ତାଙ୍କ ପିଠିରେ ଆଘାତ ଲାଗିଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ସେ ଆଘାତ ପାଇଥିଲେ
Read More...

ଦେଶଦ୍ରୋହ ଆଇନ ଉପରେ ରୋକ୍‌ ଲଗାଇଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୧/୫ ; ଦେଶଦ୍ରୋହ ମାମଲା ଉପରେ ସୁପ୍ରିମେକୋର୍ଟ ଆଜି ଏକ ଐତିହାସିକ ଆଦେଶ ଜାରି କରିଛନ୍ତି । ପ୍ରଚଳିତ ଦେଶଦ୍ରୋହ ଆଇନ ସଂକ୍ରାନ୍ତ ସମସ୍ତ ଟ୍ରାଏଲ,ଅପିଲ ଓ ବିଚାର ପ୍ରକ୍ରିୟା ଉପରେ କୋର୍ଟ ଆଜି ରହିତାଦେଶ ଜାରି କରିଛନ୍ତି । କୋର୍ଟ କହିଚନ୍ତି ଯେ କେନ୍ଦ୍ର ସରକାର ଏହି ଆଇନର
Read More...

ଶ୍ରୀଲଙ୍କାକୁ ସୈନ୍ୟ ପଠାଇବ ନାହିଁ ଭାରତ

ନୂଆଦିଲ୍ଲୀ: ଭାରତ ଗଣତନ୍ତ୍ରର ପୂଜାରୀ । ଏହା ଗଣତନ୍ତ୍ରର ପବିତ୍ରତା ଓ ସୁରକ୍ଷାକୁ ସମ୍ମାନ କରେ । ତେଣୁ ନୂଆଦିଲ୍ଲୀ କଲୋମ୍ବୋକୁ ସୈନ୍ୟ ପଠାଇବ ବୋଲି ଯାହା ଚର୍ଚ୍ଚା ହେଉଛି,ତାହା ସଂପୂର୍ଣ୍ଣ ମିଥ୍ୟା ବୋଲି ଭାରତ କହିଛି । ଭାରତୀୟ ହାଇକମିସନ୍‌ ଆଜି କହିଛନ୍ତି ଯେ, ଭାରତ ଶ୍ରୀଲଙ୍କାର
Read More...

ଝାଡଖଣ୍ଡର ଖଣି ସଚିବ ପୂଜା ସିଂଘଲ ଗିରଫ

ରାଞ୍ଚି: ଝାଡଖଣ୍ଡର ଖଣି ସଚିବ ପୂଜା ସିଂଘଲ ଗିରଫ । ମନି ଲଣ୍ଡରିଂ ମାମଲାରେ ୨ ଦିନର ମାରାଥନ ଜେରା ପରେ ପୂଜା ସିଂଘଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୂଜା ମନରେଗା ପାଣ୍ଠି ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ପ୍ରିଭେନସନ ଅଫ୍ ମନି ଲଣ୍ଡ୍ରିଂ ଆକ୍ଟ ଅନୁସାରେ ୨୦୦୦
Read More...