ନକଲି ବିଦେଶୀ ମଦ ଜବତ,୨ ଗିରଫ
ପାଟଣାଗଡ : ଅବକାରୀ ଗୋଇନ୍ଦା ବିଭାଗ ସମ୍ବଲପୁର ଓ ପାଟଣାଗଡ ଅବକାରୀ ବିଭାଗର ମିଳିତ ଭାବେ ଚଢାଉ କରି ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ରାମବ୍ରତ ସାହୁ ଓ ଗୌତମ ମହନ୍ତ । ମିଳିଥିବା ରିପୋର୍ଟ ମୁତାବକ, ଅବକାରୀ ଗୋଇନ୍ଦା!-->…
Read More...
Read More...